ଛାତ୍ରୀଙ୍କୁ ବଳାତ୍କାର ପରେ ଧମକ! “ମୋ ସହ ତୁ ଶୋଇବୁ, ନହେଲେ ତୋ ଭିଡ଼ିଓ ଭାଇରାଲ କରିଦେବି”
ଉତ୍ତରପ୍ରଦେଶ: ନାଁ, ଗାଁ, ଧର୍ମ ସବୁ ଲୁଚାଇ ବିବାହର ପ୍ରତିଶୃତି ଦେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ। ଉତ୍ତର ପ୍ରଦେଶ ଲକ୍ଷ୍ନୌର ବିକେଟି ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ବିରୋଧରେ ଜଣେ ବିଏ ଛାତ୍ରୀଙ୍କୁ ଯୌନ ନିର୍ଯାତନା…