ମାସେ ଭାତ ନ ଖାଇଲେ କ’ଣ ହେବ, ଜାଣନ୍ତୁ କେତେ କମିଯିବ ଓଜନ ଏବଂ ଶରୀରକୁ ମିଳିବ କେଉଁ ଫାଇଦା
ଓଡ଼ିଶା ଭାସ୍କର: ଭାତରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ ଥାଏ, ଯାହା ଶରୀରକୁ ଶକ୍ତି ଦିଏ। ଏହାକୁ ଖାଇବା ପରେ ପେଟ ଏବଂ ମନ ଉଭୟକୁ ଶାନ୍ତି ମିଳିଥାଏ। କିନ୍ତୁ ଭଲ ସ୍ୱାସ୍ଥ୍ୟ ପାଇଁ ଭାତ ଖାଇବାକୁ ସର୍ବନିମ୍ନ…