କେଦାରନାଥ ଯାତ୍ରା ଅଟକା ଗଲା, ଏହି କାରଣ ପାଇଁ ନିଆଗଲା ନିଷ୍ପତ୍ତି, ସୋନପ୍ରୟାଗ ଏନଂ ଗୌରୀକୁଣ୍ଡରେ ଫସିଲେ ଯାତ୍ରୀ
ନୂଆଦିଲ୍ଲୀ: କେଦାରନାଥ ଯାତ୍ରା ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି। ସୋନପ୍ରୟାଗ ଏବଂ ଗୌରୀକୁଣ୍ଡରେ ତୀର୍ଥଯାତ୍ରୀଙ୍କୁ ଅଟକାଯାଇଛି। ପାଣିପାଗ ବିଭାଗ…