(Video) ଟିମ୍ ଇଣ୍ଡିଆର ପ୍ରାକ୍ଟିସ ସେସନରେ WWE, କୋଚଙ୍କ ସହିତ ଝଗଡ଼ା କଲେ ଏହି ଦୁଇ ଖେଳାଳି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଏହି ରୋମାଞ୍ଚକର ମ୍ୟାଚ୍ ୨ ରୁ ୬ ଜୁଲାଇ ପର୍ଯ୍ୟନ୍ତ ବର୍ମିଂହାମର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ।…