CHARIDHAM

ଛାତ୍ରୀଙ୍କୁ ପଦବୀର ପ୍ରଲୋଭନ ଦେଖାଇ ଡକାଗଲା ! ଲ’ କଲେଜ ଗଣଦୁଷ୍କର୍ମ ମାମଲା TMC ନେତାଙ୍କ ନାଁ ସାମିଲ

କୋଲକାତାର ଏକ ପ୍ରତିଷ୍ଠିତ ଲ କଲେଜରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମର ଏକ ଆଘାତକାରୀ ଘଟଣା ସାମ୍ନାକୁ ଆସିଛି। କୋଲକାତା ପୁଲିସ ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ କଲେଜର ଜଣେ…

ଭାରତ ସରକାରଙ୍କ ନୂଆ ସର୍ଭିସ : WhatsApp ମାଧ୍ୟମରେ MY Bharat Portal ସେବା, କୋଟି କୋଟି ଯୁବକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ : ଭାରତ ସରକାର ଦେଶର ଯୁବଶକ୍ତିକୁ ଆହୁରି ସଶକ୍ତ କରିବା ଓ ସେମାନଙ୍କୁ ସରକାରୀ ଯୋଜନା ଏବଂ ସୁବିଧାରେ ସହଜ ପ୍ରବେଶ ଯୋଗାଇବା ପାଇଁ ଏକ ନୂତନ ଓ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। MY Bharat Portal,…

ଯୋଜନା କରି ମାରିଦେଲେ ବାଘୁଣୀ ଓ ତା’ର ୪ ଛୁଆଙ୍କୁ, ତଦନ୍ତ ହେବାରୁ ଜଣାପଡିଲା ସତ

ବେଙ୍ଗାଲୁରୁ: ବାଘୁଣୀ ଏବଂ ତା’ର ଚାରି ଛୁଆଙ୍କ ମୃତ୍ୟୁ, ସେ ପୁଣି ଯୋଜନାବଦ୍ଧ ଭାବରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ।…

ଆରମ୍ଭ ହେଲା ରଥଟଣା, ପତ୍ନୀଙ୍କ ସହ ପୁରୀ ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ: ସରିଲା ଛେରା ପହଁରା। ଆରମ୍ଭ ହେଲା ରଥଟଣା। ବଡ଼ଦାଣ୍ଡରୁ ଗଡ଼ିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଉ ରଥଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ…

ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ, ଏଥର କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ

ଜମ୍ମୁକାଶ୍ମୀର: ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ ସରିଲାଣି।  ଏବେ ଜମ୍ମୁକାଶ୍ମୀର ନାଁ ଶୁଣିଲେ ଲୋକଙ୍କ ମନରେ ପ୍ରଥମ…

(ଭିଡ଼ିଓ) ବଡ ଅଘଟଣ! କିଛି ସମୟ ପାଇଁ ବନ୍ଦ ରହିଲା ରଥଯାତ୍ରା

ଗୁଜୁରାଟ: ଏ କି ଦୃଶ୍ୟ! ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଘଟିଗଲା ବଡ ଅଘଟଣ। ମହାପ୍ରଭୁଙ୍କ ଶୋଭାଯାତ୍ରାରେ ସାମିଲ ଥିବା ଏକ ହାତୀ ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଯାହାଫଳରେ ରଥଯାତ୍ରାକୁ କିଛି ସମୟ ପାଇଁ…

ଯଦି ଏହି ସମସ୍ୟାର ସମାଧାନ ହୁଏ, ତେବେ ୨୦୩୦ ସୁଦ୍ଧା ସୃଷ୍ଟି ହୋଇପାରିବ ୩୫ କୋଟି ନୂଆ ନିଯୁକ୍ତି !

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଇଡ୍ ଇକୋନୋମିକ୍ ରିସର୍ଚ୍ (NCAER) ର ଏକ ସାମ୍ପ୍ରତିକ ଅଧ୍ୟୟନ ଅନୁଯାୟୀ, ଯଦି ଭାରତ କେତେକ ପ୍ରମୁଖ ସମସ୍ୟାକୁ ଦୂର କରିପାରେ, ତେବେ ୨୦୩୦ ସୁଦ୍ଧା ଦେଶରେ ପ୍ରାୟ ୩୫ କୋଟି…

କଲେଜ ଛାତ୍ରଙ୍କୁ ବିକ୍ରି ହେଉଛି ଗଞ୍ଜେଇ ମିଶା କ୍ୟାଣ୍ଡି, ପାଟିରେ ପକାଉ ପକାଉ ହେଉଛି ନିଶା

ବେଙ୍ଗଲୁରୁ: ଏହି କ୍ୟାଣ୍ଡି ପାଟି ସୁଆଦ ପାଇଁ ନୁହେଁ। ଏହାକୁ ଖାଇଲେ ମୁଣ୍ଡ ବୁଲାଇବ ଘିରି ଘିରି ହୋଇ। ଆପଣମାନଙ୍କ ଭିତରୁ ଅନେକଙ୍କୁ କ୍ୟାଣ୍ଡି ଖାଇବାକୁ ଭଲ ଲାଗୁଥିବ। ଆଉ ଏମିତି ବି କିଛି ଲୋକ ଗଞ୍ଜେଇ ଭଳି ନିଶା…

ଗଣଦୁଷ୍କର୍ମର ଶିକାର ହେଲେ ଆଇନ ଛାତ୍ରୀ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଟିଏମସି ନେତା

କୋଲକାତା:  R G କର ମେଡିକାଲ କଲେଜ ଲଜ୍ଜ୍ୟା ପରେ ଏବେ ସାମ୍ନାକୁ ଆସିଲା ଆଉ ଏକ କଲେଜରେ ଗଣଦୁଷ୍କର୍ମ ଘଟଣା । ଏଥର ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଆଇନ ଛାତ୍ରୀ । କୋଲକାତାର ଏକ ପ୍ରତିଷ୍ଠିତ ଲ’ କଲେଜରେ ଘଟିଛି…

ଅଲାଜୁକ ଶ୍ୱଶୁର, ବୋହୂକୁ ନିଦ ବଟିକା ଦେଇ…

ହରିୟାଣା: ଅଲାଜୁକ ଶ୍ୱଶୁର, ଲାଜ ସରମ ଭୁଲି ବୋହୂକୁ ଅଚେତ କରି ଯାହା କଲା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଏଭଳି ଏକ ଘୃଣ୍ୟ ଘଟଣା ହରିୟାଣାର ଫରିଦାବାଦରେ ଦେଖିବାକୁ ମିଳିଛି। ଯେଉଁଥିରେ ଶ୍ୱଶୁର…