ବାହାରିଲା IGNOU ନିଯୁକ୍ତି, ଏହି ଯୋଗ୍ୟତା ଅନୁସାରେ ଦରମା ୨.୧୮ଲକ୍ଷ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ନେସନାଲ ଓପନ ୟୁନିର୍ଭସିଟିର ଶିକ୍ଷକ ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଛନ୍ତି, ସେମାନେ IGNOUର ଅଧିକାରୀ ୱେବସାଇଟ  …

ସ୍କୁଲରେ ଅନୁପସ୍ଥିତ ଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ; ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କଲେ ଜିଲ୍ଲାପାଳ

ନବରଙ୍ଗପରୁ: ବେନିୟମ ଭାବରେ ବର୍ଷ ବର୍ଷ ଧରି ବିନା ଛୁଟିରେ ବିଦ୍ୟାଳୟରେ ଅନୁପସ୍ଥିତି କିଛି ଶିକ୍ଷକମାନଙ୍କୁ ମହଙ୍ଗା ପଡିଛି । ଫଳରେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି । ତେବେ ୨୦୧୦…

ଫିଟିଲା କାଚ ବେଙ୍ଗର ରହସ୍ୟ: ନୂଆ ଗବେଷଣାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

‘କାଚ ବେଙ୍ଗ’ ନିଜ ଶରୀରକୁ କିଭଳି ସ୍ୱଚ୍ଛ କରିପାରେ ତାହା ବୈଜ୍ଞାନିକମାନଙ୍କୁ ଦୀର୍ଘ ସମୟ ଧରି ଗୋଲକଧନ୍ଦାରେ ଫସାଇ ରଖିଥିଲା । ନୂଆ ଗବେଷଣରୁ ଏହାର ରହସ୍ୟ ଉନ୍ମୋଚିତ ହୋଇଛି ଯାହା ଚିକିତ୍ସା ବିଜ୍ଞାନରେ ଅଗ୍ରଗତିର…

ଭିତରକନିକାରେ ଆରମ୍ଭ ହେଲା ବିଦେଶାଗତ ପକ୍ଷୀ ଗଣନା; ୧୭ ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ

ପଟ୍ଟାମୁଣ୍ଡାଇ; ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଓଡିଶାର ଚିଲିକା ଏବଂ ଭିତରକନିକାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଏନେଇ ବନବିଭାଗ ସେମାନଙ୍କ ଉପରେ ନଜର ରଖିବା ସହ ଓଡିଶାକୁ ଚଳିତ ବର୍ଷ କେତେ ବିଦେଶାଗତ…

D ଅକ୍ଷର ନାମିତ ବ୍ୟକ୍ତିମାନେ ନିଜର ଲକ୍ଷ୍ୟ ବିଷୟରେ ସଚେତନ ରୁହନ୍ତି , ଜାଣନ୍ତୁ ସଫଳତା ଏମାନଙ୍କୁ କିପରି ମିଳେ

ଜ୍ୟୋତିଷ ଶାସ୍ତ୍ରରେ, ଯେକୌଣସି ବ୍ୟକ୍ତିର ଭବିଷ୍ୟତ ବିଷୟରେ ସୂଚନା ତାଙ୍କ ଜନ୍ମ ତାରିଖ ଏବଂ ସମୟ ମାଧ୍ୟମରେ ମିଳିଥାଏ । ସେହିଭଳି, ବ୍ୟକ୍ତିର ବ୍ୟକ୍ତିତ୍ୱ, ବିଶେଷତା, ଖରାପ ଅଭ୍ୟାସ ଏବଂ ବୃତ୍ତି ବିଷୟରେ ସୂଚନା ସେହି…

ଲକଡାଉନରେ ଓଜନ ବଢ଼ିଯାଇଛି କି ? ପତଳା ହେବାକୁ ଆପଣାନ୍ତୁ ଏହି ଉପାୟ

ଗତ ୨ ବର୍ଷ ମଧ୍ୟରେ ଲୋକଙ୍କ ଓଜନ ବହୁତ ବୃଦ୍ଧି ପାଇଛି । କାରଣ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନରେ ୱାର୍କ ଫ୍ରମ୍ ହୋମ୍ ସେମାନଙ୍କୁ ଘରେ ବନ୍ଦୀ କରି ରଖିଥିଲା । ବର୍ତ୍ତମାନ ଲୋକ ସେମାନଙ୍କର ପେଟର ଚର୍ବିକୁ…

କ୍ୟାବିନେଟ୍ ମଞ୍ଜୁରୀ: ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ୧୨୮୮୨ କୋଟି ଟଙ୍କା ଅନୁମୋଦିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଯୋଜନାଗୁଡିକର ୧୫ ତମ ଅର୍ଥ ଆୟୋଗର ଅବଶିଷ୍ଟ ସମୟ (୨୦୨୨-୨୩ ରୁ ୨୦୨୫)…

ଭୁବନେଶ୍ୱର କ୍ଷୁଦ୍ର ନିଯୁକ୍ତି ମେଳାରେ ୩୧୦ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଦକ୍ଷତା ବିକାଶ କର୍ତୃପକ୍ଷ,ଓଡିଶାଙ୍କ ତରଫରୁ ଜିଲ୍ଲା ପ୍ରଶାସନ,ଖୋର୍ଦ୍ଧା ଆନୁକୂଲ୍ୟରେ ଗୁରୁବାର ଭୁବନେଶ୍ୱରସ୍ଥିତୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ…

ବଢ଼ୁଛି ଶୀତ ପ୍ରକୋପ, ୧୪ ପର୍ଯ୍ୟନ୍ତ ରହିବ ଶୀତ ଲହର!

କଟକ/ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ଧରି ଶୀତର ପ୍ରକୋପ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବି ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ସକାଳ ସମୟରେ ଶୀତ ସାଙ୍ଗକୁ ଘନ କୁହୁଡ଼ି…

OSSCର ବଡ଼ ନିଷ୍ପତ୍ତି: ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ହେବ ନିଯୁକ୍ତି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ପୂର୍ବରୁ ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ (ଓଏସଏସସି) ନିଯୁକ୍ତି ପରୀକ୍ଷା ଇଂରାଜୀ ଭାଷାରେ ହେଉଥିଲା । ମାତ୍ର ଏବେ ଏହି ପରୀକ୍ଷା…