ରେଳଯାତ୍ରୀଙ୍କ ପାଇଁ ବଡ଼ ଝଟକା: ବଢିବ ଟ୍ରେନ ଭଡ଼ା,ବରିଷ୍ଠ ନାଗରିକଙ୍କ ଭଡ଼ା କମ୍ ଉପରେ ରେଳମନ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ରେଳ ଭଡା ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକସଭାରେ ବୟାନ ଦେଇ ଆଗାମୀ ସମୟରେ ରେଳ ଭଡା ବୃଦ୍ଧି କରିବାକୁ…