Featured ଓଜନ ପାଇଁ ପୋଲିସ ବାବୁଙ୍କୁ ଛାଡିଲେ ସ୍ତ୍ରୀ, ଆସିଲା ହାର୍ଟ ଆଟାକ Chinmayee Beura Dec 13, 2022 ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଓଜନ ଅଧିକ ହେବା ପରେ ଓଜନ ହ୍ରାସ ପାଇଁ ସର୍ଜରୀ କରୁଛନ୍ତି । କିଛି ଲୋକ ଏହି ସର୍ଜରୀ କରି ବଞ୍ଚୁଛନ୍ତି ତ କିଏ ମୃତ୍ୟୁ ବରଣ କରୁଛି । ଏପରି ଏକ ଘଟଣା…
Breaking News ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ ପାଇଁ UGCର ନୂଆ ଫ୍ରେମୱାର୍କ: ୪ ବର୍ଷରେ ମିଳିବ ‘ଅନର୍ସ’ର ଡିଗ୍ରୀ Sushreejyoti Routray Dec 13, 2022 ନୂଆଦିଲ୍ଲୀ: ଅଣ୍ଡର ଗ୍ରାଜୁଏଟ୍ ପ୍ରୋଗ୍ରାମ ପାଇଁ ନୂଆ କରିକୁଲମ ଓ କ୍ରେଡିଟ ଫ୍ରେମୱାର୍କ ଲଞ୍ଚ କରିଛି ୟୁଜିସି । ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତିର ସୁପାରିଶ ଉପରେ ଆଧାରିତ । ଏହା ଅଧୀନରେ, ନିୟମରେ ନମନୀୟତା…
Breaking News ଏବେ ୨୧ ବର୍ଷରେ ଲଢ଼ିପାରିବେ ବିଧାନସଭା ଓ ଲୋକସଭା ନିର୍ବାଚନ: ବିରୋଧୀ ମଧ୍ୟ ରାଜି, ଜାଣନ୍ତି କ’ଣ ରହିଛି ଯୋଜନା Sushreejyoti Routray Dec 13, 2022 ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ବି) ଅନୁଯାୟୀ ଲୋକସଭା ନିର୍ବାଚନରେ…
Featured (VIDEO) ସାଇକେଲ ଚଳାଇବା ସମୟରେ ପବନରେ ଉଡିଲେ ବ୍ୟକ୍ତି; ଭାଇରାଲ ହେଉଛି ଭିଡିଓ Abinash Kumar Dhal Dec 13, 2022 ଦିନକୁ ଦିନ ସମାଜରେ ସୋସିଆଲ ମିଡିଆର ଚାହିଦା ବୃଦ୍ଧି ପାଇବାର ଲାଗିଛି । ଅଭିନେତା ଠାରୁ ଆରମ୍ଭ କରି ରାଜନେତା, ଏପରି କି ସାଧାରଣ ଜନତାଙ୍କ ପ୍ରର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଦେଖିବାରକୁ…
Featured ଆପଣଙ୍କ ବ୍ଲଡ୍ ଗ୍ରୁପ ମଧ୍ୟ ହୋଇପାରେ ହୃଦଘାତର କାରଣ , ଏହି ଲୋକ ସତର୍କ ରୁହନ୍ତୁ Chinmayee Beura Dec 13, 2022 ଆଜିକାଲି ଦୁନିଆରେ ହାର୍ଟଆଟାକ ଏକ ବଡ ସମସ୍ୟା ହୋଇସାରିଛି । ହୃଦଘାତ କାରଣରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହାର୍ଟ ଡ଼ିଜିଜ ବଢିବାରେ ଅନେକ କାରଣ ରହିଛି । ଏଥିରେ ଠିକ ଭାବେ ନଖାଇବା, ଖରାପ ଜୀବନଶୈଳୀ, ଏହାସହ…
Breaking News ଭାରତ-ୟୁଏଇ ସମ୍ପର୍କ ବହୁତ ଖାସ୍, ଯାହା ପରିବର୍ତ୍ତିତ ଦୁନିଆର ଗଠନ ପାଇଁ ଦେବ ଆକାର : ଏସ ଜୟଶଙ୍କର Sushreejyoti Routray Dec 13, 2022 ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଇଣ୍ଡିଆ ଗ୍ଲୋବାଲ ଫୋରମ ୟୁଏଇ ୨୦୨୨ର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହି ସମୟରେ ଏସ ଜୟଶଙ୍କର କହିଛନ୍ତି ଯେ, ଯଦି ଆମେ ବିଶ୍ୱର ଏହି ଭାଗରେ…
Top Stories ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ: ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ Chinmayee Beura Dec 13, 2022 ମଧ୍ୟପ୍ରଦେଶ: କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । କଂଗ୍ରେସ ନେତା ରାଜା ପାଟେରିୟାଙ୍କୁ ମଧ୍ୟପ୍ରଦେଶ ଦମୋହର ହଟ୍ଟାରେ…
Breaking News କୁହୁଡି ପାଇଁ ବିଳମ୍ବ ହେଲା ୪ଟି ବିମାନ ସେବା Abinash Kumar Dhal Dec 13, 2022 ଭୁବନେଶ୍ୱର:ରାଜ୍ୟରେ କିଛିଦିନ ହେବ ଶୀତର ମାତ୍ରା କମ ଥିବା ବେଳେ ଆଜି କଟକ ଏବଂ ଭୁବନେଶ୍ୱର ସହରରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ୫୦ମିଟର ମଧ୍ୟରେ ଥିବା ଦୂରତା ଦେଖାଯାଉନାହିଁ । ତେବେ ମାତ୍ରାଧିକ କୁହୁଡ଼ି…
Breaking News ଆଉ ଅଟକିବନି ଆପଣଙ୍କ EPF ଟଙ୍କା: ସରକାର କଲେ ବଡ଼ ଘୋଷଣା Sushreejyoti Routray Dec 13, 2022 ନୂଆଦିଲ୍ଲୀ: ୨୦୨୨ ବର୍ଷ ସରିବାକୁ ଅଳ୍ପଦିନ ବାକି ରହିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ଚାକିରିଆ ଲୋକଙ୍କୁ ଖୁସିଖବର ଦେଇଛନ୍ତି । କେନ୍ଦ୍ର ଘୋଷଣା କରିଛି ଯେ, ବର୍ତ୍ତମାନ ସମସ୍ତ ଇପିଏଫ…
Breaking News ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ିକୁ ନେଇ ଆସିଲା ବଡ଼ ଅପଡେଟ: ନୂଆ ଆଦେଶ ଜାରି କଲେ ଅର୍ଥମନ୍ତ୍ରୀ Sushreejyoti Routray Dec 13, 2022 ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନେ ଏଣିକି ୧୫ ବର୍ଷ ବା ଅଧିକ ପୁରୁଣା ଯାନର ବ୍ୟବହାର କରିପାରିବେ ନାହିଁ । ପ୍ରଦୂଷଣ, ଯାତ୍ରୀ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ…