ଦେଶ ପାଇଁ ସର୍ଟକଟ୍ ବିପଜ୍ଜନକ; ଗୁଜରାଟ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟରେ ବିରୋଧୀ
ନୂଆଦିଲ୍ଲୀ: ଗୁଜୁରାଟରେ ରେକର୍ଡ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ହିମାଚଳ ପ୍ରଦେଶ ଭଳି ଗୁଜୁରାଟର ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ।…