ରାଶିଫଳ(ମଙ୍ଗଳବାର,୨୯ ନଭେମ୍ବର,୨୦୨୨)

ମେଷ : ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । ମିତ୍ରମାନଙ୍କ ଏବଂ…

Monkeypox: ଏଥର ଏହି ନାମରେ ପରିଚିତ ହେବ ମଙ୍କିପକ୍ସ, ଜାଣନ୍ତୁ ନାମ ବଦଳେଇବା ପଛରେ WHOର କଣ ରହିଛି କାରଣ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୋମବାର ମଙ୍କିପକ୍ସର ନାମ ବଦଳାଇ ଦେଇଛି, ଯାହା କରୋନା ଜୀବାଣୁ ପରେ ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହାକୁ 'ଏମପକ୍ସ' ନାମରେ ଜଣା ଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଓଢଣୀ ଷଷ୍ଠୀ ନୀତି

ପୁରୀ: ଶ୍ରୀ ମନ୍ଦିରରେ ଆଜି ପାଳନ ହେଉଛି ଓଢଣୀ ଷଷ୍ଠୀ ନୀତି । ସକାଳ ଧୂପ ପରେ ଆରମ୍ଭ ହୋଇସାରିଛି ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି । ଏହା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଆଜି ସକାଳ ଧୂପ ପରେ…

ରାଜ୍ୟରେ କମିଛି ଶୀତର ପ୍ରକୋପ; ୩ରୁ ଥରିବ ସାରା ଓଡିଶା

ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ ଅନୁଭୂତ ହେବ । କିନ୍ତୁ ଡିସେମ୍ବର ୩ ରୁ ସାରା ରାଜ୍ୟରେ ପୁଣିଥରେ ଉତ୍ତରା…

ଦେଶବ୍ୟାପୀ ଗ୍ୟାଙ୍ଗଷ୍ଟର ଲିଙ୍କ ମାମଲାରେ ୨୦ ଟି ସ୍ଥାନରେ ରେଡ କରୁଛି NIA

ନୂଆଦିଲ୍ଲୀ :ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ନକ୍ସସ ମାମଲାର ଯାଞ୍ଚର ଏକ ଅଂଶ ଭାବରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦିଲ୍ଲୀ-ଏନସିଆର, ରାଜସ୍ଥାନ, ହରିୟାଣା, ଏବଂ ପଞ୍ଜାବର ସମେତ ୨୦ ଟି ସ୍ଥାନରେ ଚଢ଼ାଉ ଆରମ୍ଭ…

ଡିସେମ୍ବରରେ ହେବାକୁ ଯାଉଛି ଏହି ସବୁ ବଡ ପରିବର୍ତ୍ତନ, ଆପଣଙ୍କ ଜୀବନରେ ପକାଇବା ବଡ ପ୍ରଭାବ

ନୂଆଦିଲ୍ଲୀ: ଡିସେମ୍ବରରୁ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନନ୍ଦୀନ ଜୀବନ ଉପରେ ପଡିବ। ଘରୋଇ ସିଲିଣ୍ଡରର ଦାମ ହ୍ରାସ ପାଇପାରେ। ଶୀତ ଋତୁ କାରଣରୁ ଅନେକ…

ସରକାରୀ ଦଲାଲ ମାମଲା, ଚାକିରୀରୁ ବିଦାହେଲେ ଫାର୍ମାସିଷ୍ଟ ଓ ଷ୍ଟାପ ନର୍ସ

ମାଲକାନଗିରି: ରାଜ୍ୟରେ ଚାକିରୀକୁ ନେଇ ଅନେକ ଦୁର୍ନୀତି ମାମଲା ସାମ୍ନାକୁ ଆସୁଛି । ସରାକାରୀ ହେଉ କି ବେସରକାରୀ ସବୁଆଡେ ଲାଂଚ କାରବାର ମମଲା ବନ୍ଦ ହେବାର ନାଁ ନେଉନାହିଁ । ଏହି କାରଣରେ ଚାକିରୀ ପଦବୀ ପାଇଁ ବଂଚିତ…

ଗ୍ରାମବାସୀ ଏବଂ ରେଞ୍ଜ ଅଧିକାରୀ ମୁହାଁମୁହିଁ; ୩ ଗୁରୁତର ୪ ନିଖୋଜ ଉଦ୍ଧାର

କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଗ୍ରାମବାସୀ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାମୁହିଁ ହୋଇଛି । ଫଳରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ପାକିସ୍ତାନୀ କ୍ରିକେଟରଙ୍କ ବଡ଼ ଖୁଲାସା:କହିଲେ କନିଷ୍ଠ ଥିଲି ବୋଲି ଅନ୍ୟ କ୍ରିକେଟର ମତେ ମସାଜ ଆଉ ଜୋତା ସଫା ..

ପାକିସ୍ତାନ: ପାକିସ୍ତାନୀ କ୍ରିକେଟରମାନେ ସେମାନଙ୍କର କିଛି ପୁରୁଣା ବିବାଦ ହେତୁ ପ୍ରାୟତଃ ସବୁବେଳେ ଆଲୋଚନା ରେ ରୁହନ୍ତି । ଜଣେ ପାକିସ୍ତାନୀ କ୍ରିକେଟର ତାଙ୍କୁ ପାକିସ୍ତାନୀ ଦଳର ସେବକ ଭଳି ବ୍ୟବହାର କରୁଥିବା ଏକ…

ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟମାନଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ  ପାଇଁ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍‌ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର…