ଯଦି ଟୁଇଟରର ମାଲିକ ହୁଅନ୍ତି ଏଲନ ମସ୍କ, ଚାକିରିରୁ ବିଦା ହେବେ ୭୫ ପ୍ରତିଶତ କର୍ମଚାରୀ
ନୂଆଦିଲ୍ଲୀ: ଦୁନିଆର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ଯଦି ସାମାଜିକ ଗଣମାଧ୍ୟମ ଟୁଇଟର ମାଲିକ ହୁଅନ୍ତି ତେବେ କର୍ମଚାରୀଙ୍କ ଚିନ୍ତା ବଢିପାରେ। ଏମିତି ସ୍ଥିତିରେ ଟୁଇଟର ଅଧିକାଂଶ କର୍ମଚାରୀଙ୍କୁ ଚାକିରିରୁ ବିଦା…