ଶୀତରେ ଥରିବ ସାରା ଓଡିଶା: ୨ ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ, ଦୁଇ ଦିନ ହେବ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି । ଫଳରେ ଶୀତର ପ୍ରକୋପ କମ ରହିଛି । ତେବେ ଆଜିଠାରୁ ପୁଣି ସାରା ରାଜ୍ୟରେ ଶୀତ ଅନୁଭୁତ…

୨୬ ବର୍ଷ ପୂର୍ବେ ଟାଇଟାନିକ୍ ପାଖରୁ ମିଳିଥିଲା ସିଗ୍ନାଲ

୧୪-୧୫ ଏପ୍ରିଲ ୧୯୧୨ ମସିହା ରାତିର ଘଟଣା । ଆଟଲାଣ୍ଟିକ୍ ମହାସାଗରରେ ଅନେକ ଜାହାଜ ଯାଆସ କରୁଥିଲେ । ଏହି ସମୟରେ ଆଉ ଏକ ବିରାଟ ଜାହାଜ ମଧ୍ୟ ଯାଉଥିଲା, ଟାଇଟାନିକ୍ । କୁହାଯାଉଥିଲା ଏହି ଜାହାଜ କେବେବି ବୁଡିବନି ।…

ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ କନ୍ଦମୂଳ: ରକ୍ତଚାପକୁ କରେ ନିୟନ୍ତ୍ରିତ

କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍…

ପେନସନ ପାଇଁ ଚକବନ୍ଦୀ କର୍ମଚାରୀଙ୍କ ଚାକିରି ଯୋଗଦାନକୁ ହିସାବକୁ ନିଅ: ହାଇକୋର୍ଟ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଜିତ ପଞ୍ଚାୟତ ମଞ୍ଜୁରୀ ଗ୍ରାମର ରବିନ୍ଦ୍ର କୁମାର ମିଶ୍ରଙ୍କୁ ପେନସନ ପ୍ରଦାନ ପାଇଁ ଚାକିରିରେ ଯୋଗଦାନ ସମୟ ଠାରୁ କାର୍ଯ୍ୟକାଳ ହିସାବ କରିବାକୁ ଓଡିଶା ହାଇକୋର୍ଟ…

ନାବାଳିକାକୁ ଗର୍ଭବତୀ କରି ଜେଲକୁ ଗଲା ଭିଣୋଇ

କରଞ୍ଜିଆ: ଶଳାର ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଜେଲ ହାଜତକୁ ଗଲା ଭିଣେଇ । ଏପରି ଏକ ସଙ୍ଗୀନ ଘଟଣା ଘଟିଛି କରଞ୍ଜିଆ ଥାନା ଅଞ୍ଚଳର ତିନିଟିଆ ଗ୍ରାମରେ । ତିନିଟିଆ ଗ୍ରାମର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ…

ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ୧ନମ୍ବର ଜୋନ ହାଟଭରଣ୍ଡି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଚନ୍ଦ୍ର ମୋହନ ହାଲବାଙ୍କ ଗତକାଲି ରାତ୍ରି ୯ଘଣ୍ଟିକା ସମୟରେ ପରଲୋକ ହୋଇଯାଇଛି ।…

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା; ପୁଅ ନେଲା ସମସ୍ତଙ୍କ ଜୀବନ

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ପରି ମାମଲା ବଢିବାର ଲାଗିଛି । କିଏ ପ୍ରେମ ପାଇଁ କାହାକୁ ହତ୍ୟା କରୁଛି ତ ଆଉ କିଏ ପାରିବାରିକ କଳହ ପାଇଁ ନିଜ ଲୋକଙ୍କ ଜୀବନ ନେଉଛି । ତେବେ ପୂର୍ବରୁ…

୨୦୨୩ରେ ଘର-ଗାଡ଼ି, ବିବାହ ସବୁ ସ୍ୱପ୍ନ ହେବ ସତ, ଏହି ରାଶି ମାନଙ୍କୁ ହେବ ବଡ଼ ଲାଭ

୨୦୨୩ ବର୍ଷ ଆରମ୍ଭ ହେବା ପାଇଁ ଆଉ କିଛି ଦିନ ବାକି ରହିଲା । ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ । ଏଥର ମଧ୍ୟ ୨୦୨୩କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି ଯେ, ଏହି ନୂଆ ବର୍ଷ ସମସ୍ତଙ୍କ…

ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ : ଆଜିଠୁ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା

କଟକ : ବୁଧବାର ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ସମ୍ମେଟିଭ୍-୧ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିନେି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ନୋଡାଲ ସେଣ୍ଟରମାନଙ୍କୁ…

UGC ଲାଗୁ କରିବ ୪ ବର୍ଷିଆ ସ୍ନାତକ କୋର୍ସ: ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ହେବ ଲାଗୁ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ନୂଆ ନିୟମ ଲାଗୁ କରିବାକୁ ଯାଉଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଆସନ୍ତା ଶିକ୍ଷା ବର୍ଷ ୨୦୨୩-୨୪ ଠାରୁ ଲାଗୁ ହେବାକୁ ଯାଉଛି ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ । ପ୍ରଥମେ…