CHARIDHAM

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର ଧକ୍କାରେ ବୃଦ୍ଧ ମୃତ

ଅମରାବତୀ: ବୃଦ୍ଧଙ୍କୁ ଧକ୍କା ଦେଲା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର । ଜଗନମୋହନ ରେଡ୍ଡୀଙ୍କ କାର ଧକ୍କାରେ ବୃଦ୍ଧ ମୃତ । ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାର ରେମତାପଲ୍ଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା ।…

ମନ୍ତ୍ରୀଙ୍କ ପ୍ରତିକ୍ରିୟା; 30 ସୁଦ୍ଧା ସବୁ ଧାନ ଉଠାଇବୁ

ଓଡିଶାଭାସ୍କର: ଖରିଫ ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ରବିରେ ୭୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲୁ। ଖରିଫରେ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ…

କେଶ ଝଡ଼ିବା ନେଇ ଚିନ୍ତିତ ଅଛନ୍ତି କି? ଭୃସଙ୍ଗ ପତ୍ର ଏବଂ ଅଁଳାର ହେୟାର ମାସ୍କ ଚୁଟକୀରେ କରିଦେବ ବନ୍ଦ

ଓଡ଼ିଶା ଭାସ୍କର: କେଶ ଝଡ଼ିବାର ଚିକିତ୍ସା ଠିକ ସମୟ ମଧ୍ୟରେ ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଆପଣ ମଧ୍ୟ ଚୁଟି ଝଡ଼ିବାର ଶିକାର ହୋଇପାରନ୍ତି। ଯଦି ଆପଣ ମଧ୍ୟ ଆପଣଙ୍କ କେଶରେ ପୁଷ୍ଟିକର ଅଭାବକୁ ଦୂର କରିବାକୁ…

ବାପାକୁ ପିଟି ପିଟି ମାରିଦେଲା ପୁଅ

ନୂଆପଡା: ବାପାକୁ ପିଟି ପିଟି ମାରିଦେଲା ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡାର ବେଲଟୁକୁରୀ ଥାନା କୁରୁମୁଣ୍ଡା ଗାଁରେ। ଜଙ୍ଗଲ ନିକଟରେ ଗଛ ଡାଳରେ ପିଟି ପିଟି ବାପାକୁ ମାରିଦେଲା ପୁଅ। କାହିଁକି ଏପରି…

ବିମାନ ସୁରକ୍ଷା ନେଇ DGCAର ବଡ଼ ପଦକ୍ଷେପ, ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବ ସ୍ବତନ୍ତ୍ର ଅଡିଟ୍

ନୂଆଦିଲ୍ଲୀ: ବିମାନ ସୁରକ୍ଷା ନେଇ DGCAର ବଡ଼ ପଦକ୍ଷେପ । ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍ । ଏନେଇ DGCAର ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ ହୋଇଛି । ବିମାନର ବ୍ୟବସ୍ଥାଗତ ତ୍ରୁଟି…

ଓଡ଼ିଶା ଆସିବା ଉପରେ ଆମେରିକାର ମାର୍ଗଦର୍ଶିକା: ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ

ନୂଆଦିଲ୍ଲୀ: ଆମେରିକାର ମାର୍ଗଦର୍ଶିକା ନେଇ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ । ଆମେରିକୀୟଙ୍କ ଓଡ଼ିଶା ଆସିବା ଉପରେ ମାର୍ଗଦର୍ଶିକା ନେଇ କ୍ଷୋଭ କରିଛନ୍ତି ଯୋଗାଣ ମନ୍ତ୍ରୀ । “ ଆମେରିକାରେ ମଧ୍ୟ ଦଙ୍ଗା ହେଉଛି, ଗୁଳିମାଡ଼…

ମଝି ସମୁଦ୍ରରେ ବଡ଼ ଅଘଟଣ, ଏକାଥରେ ବୁଡ଼ିଲା ୨ଟି ଟ୍ରଲର, ଥିଲେ ୨୯ ଜଣ ମତ୍ସ୍ୟଜୀବୀ

ଜଳେଶ୍ୱର: ସମୁଦ୍ର ମଝିରେ ବଡ଼ ଅଘଟଣ। ମଝି ସମୁଦରେ ବୁଡ଼ିଲା ଏକାଥରେ ୨ଟି ମାଛଧରା ଟ୍ରଲର। ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମଝିରେ ବୁଡ଼ିଗଲା ୨ଟି ବିଶାଳ ଟ୍ରଲର। ଯେଉଁ ଟ୍ରଲରରେ ଥିଲେ ୨୯ ଜଣ ମାଛ ଧରାଳି।…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରେସନ୍ ସଫଳ ସମ୍ପନ୍ନ

ଭୁବନେଶ୍ୱର: ସଫଳ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରେସନ୍। ନବୀନଙ୍କ ଅସ୍ତ୍ରୋପ୍ରଚାର ସଫଳ ଭାବରେ ସମ୍ପନ୍ନ ହୋଇଛି। ସର୍ଭାଇକାଲ ଆର୍ଥାରାଇଟ୍ସର ସଫଳ ଅସ୍ତ୍ରୋପ୍ରଚାର…

ଭାରତୀୟ କର୍ମକ୍ଷେତ୍ରକୁ ଦୋହଲାଇଲା ଭୂ-ରାଜନୈତିକ ଉତ୍ତେଜନା; ନିଯୁକ୍ତି ବନ୍ଦ କଲେ ୬୩% କମ୍ପାନୀ: ରିପୋର୍ଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଅନ୍ୟାନ୍ୟ ଭୂ-ରାଜନୈତିକ ଉତ୍ତେଜନା ଭାରତୀୟ କାର୍ଯ୍ୟକ୍ଷେତ୍ରକୁ ପ୍ରଭାବିତ କରିଛି। ଏକ ସାମ୍ପ୍ରତିକ ରିପୋର୍ଟ ଅନୁସାରେ, ୬୩ ପ୍ରତିଶତ କମ୍ପାନୀ ନିଯୁକ୍ତି ବନ୍ଦ କରିଛନ୍ତି…

ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତି ଭିତରେ ଇରାନରେ ଭୟଙ୍କର ଭୂମିକମ୍ପ !

ଇରାନ: ଇରାନ-ଇଜ୍ରାଏଲ ଯୁଦ୍ଧ ଭିତରେ ଭୂକମ୍ପ ଝଟକା। ଭୂମିକମ୍ପରେ ଥରିଲା ଇରାନ। ଇରାନର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତେବେ ଇରାନ ଏବେ ଆକ୍ରମଣାତ୍ମକ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି।…