FIFA World Cupରୁ ଆସିଲା ଦୁଃଖଦ ଖବର: ୨୨ ବର୍ଷୀୟ ଷ୍ଟାର ମିଡଫିଲ୍ଡରଙ୍କ ଦେହାନ୍ତ

ନୂଆଦିଲ୍ଲୀ: କତାରରେ ବର୍ତ୍ତମାନ ଫିଫା ବିଶ୍ୱକପ-୨୦୨୨ ଜାରି ରହିଛି । ଏହି ଅବସରରେ ଏକ ଆସିଛି ଏକ ଦୁଃଖଦ ଖବର । କଲମ୍ବିଆର ଷ୍ଟାର ମିଡଫିଲ୍ଡର ଆନ୍ଦ୍ରେସ ବଲାଣ୍ଟାଙ୍କ ପରଲୋକ ଘଟିଛି । ଆସନ୍ତା ବର୍ଷ ଜାନୁଆରୀ ମାସ ୧୮…

ଶୀତଋତୁରେ ଗରମ ପାଣିର ଉପକାର ଜାଣିଲେ ହେବେ ଆଶ୍ଚର୍ଯ୍ୟ: ତ୍ୱଚାକୁ କରିଥାଏ ଉଜ୍ଜ୍ୱଳ

ଶୀତ ଋତୁରେ ଅଧିକାଂଶ ଲୋକ ଗରମ ପାଣି ପିଇବା ପାଇଁ ଉଚିତ ମନେ କରନ୍ତି । ଏହା ଗାଧୋଇବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶୀତଦିନେ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା ଏବଂ…

ବାରମ୍ବାର ହେଉଛି କି ମୁଣ୍ଡବିନ୍ଧା? ହୋଇପାରେ ବଡ଼ ସମସ୍ୟା, ଜାଣନ୍ତୁ ମୁଣ୍ଡବିନ୍ଧାର କାରଣ କଣ

ମୁଣ୍ଡବିନ୍ଧା ଅତି ବର୍ତ୍ତମାନ ସମୟରେ ସାଧାରଣ । କାରଣ ପ୍ରାୟତଃ ଲୋକ ଏହି ସମସ୍ୟାରେ ପିଡ଼ିତ । କିନ୍ତୁ ଯଦି ଆପଣଙ୍କର ବାରମ୍ବାର ମୁଣ୍ଡବିନ୍ଧା ହେଉଛି ତେବେ ଏହାକୁ ଅବହେଳା କରାଯିବା ଉଚିତ୍ ନୁହେଁ । କାରଣ ଏହା ପଛରେ…

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର: ୫ ଘଣ୍ଟା ବନ୍ଦ ରହିବ ଟିକେଟ ବୁକିଂ, ଜାଣନ୍ତୁ କ’ଣ ରହିଛି କାରଣ ?

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ଟ୍ରେନ୍ ଦ୍ୱାରା ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ଯେ ୩ ଡିସେମ୍ବର ୨୦୨୨ ମଧ୍ୟରାତ୍ରିରେ…

କେଶ ହୋଇଯାଉଛି କି ଶୁଷ୍କ: ବ୍ୟବହାର କରନ୍ତୁ ଏହି ହେୟାର ମାସ୍କ ଦୂର ହେବ ରୂପୀ ସମସ୍ୟା

ଅଧିକାଂଶ ଲୋକ ଶୀତ ସମୟରେ ଗରମ ପାଣି ବ୍ୟବହାର କରନ୍ତି । କିନ୍ତୁ ଗରମ ପାଣିରେ କେଶ ଧୋଇବା ଦ୍ୱାରା ଏହା ଶୁଷ୍କ ହୋଇଯାଏ ଏବଂ ଏହା ଉଜ୍ଜ୍ୱଳତା ହରାଇଥାଏ । ଏହା ସହିତ ଶୀତଦିନେ ରୂପୀ ସମସ୍ୟା ମଧ୍ୟ ବହୁତ ବଢିଥାଏ । ତେବେ…

ପୋଲିସକୁ ପିଟି ଛଡ଼ାଇନେଲେ ବନ୍ଧୁକ: ଅଭିଯୁକ୍ତକୁ ଧରିବା ବେଳେ ପୋଲିସକୁ ହେଲା ମାଡ଼

ଆଠଗଡ଼: ପୋଲିସକୁ ପିଟି ବନ୍ଧୁକ ଛଡ଼ାଇ ନେଇଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତକୁ ଧରିବା ବେଳେ ପୋଲିସକୁ ହୋଇଛି ମାଡ଼ । ତେବେ ଏପରି ଏକ ଅଭାବନୀୟ ଘଟଣା ଆଠଗଡ଼ ତିଗିରିଆ ଥାନା ନୂଆପାଟଣା ବଜାର ନିକଟରେ ଘଟିଯାଇଛି ।…

ମଧ୍ୟପ୍ରଦେଶରେ ଲାଗୁ ହେବ Uniform Civil Code: ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ଗତ କିଛିଦିନ ଧରି ଦେଶରେ ଚର୍ଚ୍ଚା ଜାରି ରହିଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୟାନବାଜି ଜାରି ରହିଛି । ୟୁସିସିକୁ ଏକ ନୀତିଗତ ମାମଲା ଦର୍ଶାଇବା…

ଏଠାରେ ମିଳେ ସୁନା ଠାରୁ ଅଧିକ ମୂଲ୍ୟର ଚା’: ପିଇବା ପାଇଁ ଦବାକୁ ପଡ଼ିବ ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ଲୋକ ଚା’ ପିଇବାକୁ ଭଲ ପାଆନ୍ତି । ଭାରତୀୟ ଲୋକଙ୍କ ପାଇଁ ଚା ଦୁର୍ବଳତାର ପ୍ରତୀକ । ଲୋକମାନେ ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ମହଙ୍ଗା ଚା ପିଅନ୍ତି । ସାଧାରଣତଃ ଭାରତୀୟ ଦୋକାନରେ ୧୦…

ନୂଆବର୍ଷରେ ଏହି ଜିନିଷ କିଣିବା ଦ୍ୱାରା କୃପାବର୍ଷା କରିବେ ମା’ ଲକ୍ଷ୍ମୀ: ଧନରେ ଭରିଯିବ ଘର

୨୦୨୨ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯଦି ଆପଣଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଚାପଗ୍ରସ୍ତ କିମ୍ବା ଆର୍ଥିକ ଦୃଷ୍ଟିରୁ କଷ୍ଟସାଧ୍ୟ ହୋଇପଡ଼ିଛି, ତେବେ ଏହା ପଛରେ ଆପଣ ବାସ୍ତୁକୁ ବିଶ୍ୱାସ ନକରିବା କାରଣ ହୋଇପାରେ । ଏଭଳି…

ଭିକାରୀର ମାସିକ ଆୟ ଆଗରେ ଫେଲ ମାରିଲେ ବଡ଼ ବଡ଼ ପ୍ରଫେସନାଲ: ଜାଣନ୍ତୁ କେତେ ରହିଛି ମାସିକ ଆୟ

ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି ଏପରି ବ୍ୟକ୍ତିଙ୍କ ବିଷୟରେ ଯାହାର ସମ୍ପତ୍ତି ୫ କୋଟିରୁ ଅଧିକ ଏବଂ ସେ ରାସ୍ତାରେ ଭିକାରି ଭଳି ବୁଲୁଥିବେ? ଲଣ୍ଡନରେ ଜଣେ ଭୂମିହୀନ ବ୍ୟକ୍ତି ପ୍ରତ୍ୟେକ ମାସରେ ଅତି କମରେ ୧,୩୦୦…