ବୁମରାହ ଇନ… ଉମେଶ ଆଉଟ, ଦ୍ୱିତୀୟ ଟି-୨୦ରେ ଏମିତି ବଦଳିପାରେ ଟିମ ଇଣ୍ଡିଆର Playing XI
ନୂଆଦିଲ୍ଲୀ: ଆଜି ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟି-୨୦ ସିରିଜର ଦ୍ୱିତୀୟ ଫାଇଟ । ପ୍ରଥମ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି…