ଦେଶର ୫୦ତମ ବିଚାରପତି ଭାବେ ଶପଥପାଠ କରିଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୦ତମ ବିଚାରପତି ଭାବେ ଶପଥପାଠ ନେଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ଗୋପନୀୟତାର ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନ ଶାସକ ଦଳର ଆସନ ହାତେଇବାର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ…

ଶ୍ରୀଜିଉଙ୍କ ବନକଲାଗି ନୀତି: ଚାରିଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଏକମାସ ଧରି କାର୍ତ୍ତିକବ୍ରତ ଚାଲିଥିବା ବେଳେ କାଲି ସରିଛି ପୂର୍ଣ୍ଣମୀ ତିଥି । ଆଜି ହେଉଛି ମାର୍ଗଶୀର ମାସ କୃଷ୍ଣ ପ୍ରତିପଦ ତିଥି । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ହେବାକୁ…

ଟ୍ୱିଟର ରୁଲ:କେବଳ Blue Tick ନୁହେଁ ସବୁ ବ୍ୟବହାରକାରୀ ଦେବେ ଟଙ୍କା, ରିପୋର୍ଟ ରୁ ସୂଚନା

ନୂଆଦିଲ୍ଲୀ :ଟ୍ୱିଟର ଫିଚରରେ ଅନେକ ପରିବର୍ତ୍ତନ କରାଯାଉଛି। ଏହା ପୂର୍ବରୁ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ ଟ୍ୱିଟରରେ ଚାର୍ଜ ଦେବାକୁ ପଡିବ ବୋଲି ଖବର ଆସିଥିଲା। ବର୍ତ୍ତମାନ ଆଉ ଏକ ନୂଆ ଖବର ଆସୁଛି ଯେଉଁଥିରେ…

UGCର ନୂଆ ନିୟମ: Ph.D ରିସର୍ଚ୍ଚ ପେପର ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ପିଏଚଡି ରିସର୍ଚ୍ଚ ପେପରକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପିଏଚଡି ଥେସିସ ପୂର୍ବରୁ…

JIPMER ପକ୍ଷୀରୁ ବାହାରିଲା ୪୫୬ଟି ପଦବୀ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ପାଇଁ ଏକ ଖୁସି ଖବର । ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜେଆଇପିଏମଇଆର) ପକ୍ଷରୁ ୪୫୬ଟି ପଦବୀ ପାଇଁ…

ଗୁଜରାଟ ନିର୍ବାଚନରେ କଂଗ୍ରେସକୁ ବଡ ଝଟକା, ଦଶଥର ବିଧାୟକ ପଦବୀରେ ରହିବା ପରେ ବିଜେପିରେ ଯୋଗଦେଲେ କଂଗ୍ରେସ ନେତା

ଗୁଜରାଟ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିବା ପରେ ଗୁଜରାଟ ରାଜନୀତିରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ଗତକାଲି କଂଗ୍ରେସକୁ ବଡ ଝଟକା ଲାଗିଛି । କଂଗ୍ରେସର…

PM Kisan ଯୋଜନା ପରେ ହିତାଧିକାରୀଙ୍କ ପାଇଁ ଆଉ ଏକ ଖୁସି ଖବର , ସରକାର ପୁଣି ପଠେଇଲେ କୃଷକ ମାନଙ୍କ ଆକାଉଣ୍ଟ ଙ୍କୁ ଟଙ୍କା

ନୂଆଦିଲ୍ଲୀ:ଯଦି ପିଏମ କିସାନ ସାମନ ନିଧିଙ୍କ ଦ୍ୱାଦଶ କିସ୍ତିର ୨୦୦୦ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ହଁ, ଛତିଶଗଡ ସରକାର ଚାଷୀଙ୍କୁ ଆଉ ଏକ ଉପହାର ଦେଇଛନ୍ତି।…

Harry Potter ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ: ହ୍ୟାରୀ ପୋଟରର ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ହ୍ୟାରୀ ପୋଟର ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ବ୍ରିଟିଶ ଅଭିନେତା ଲେସଲି ଫିଲିପ୍ସଙ୍କ ପରଲୋକ ଘଟିଛି । ୯୮ ବର୍ଷ ବୟସରେ ଲେସଲୀ…

ରାଶିଫଳ(ବୁଧବାର,୦୯ ନଭେମ୍ବର,୨୦୨୨)

ମେଷ - ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ ଠାକୁରଙ୍କୁ ଘୃତଦ୍ବୀପ ଦେଇ ମନରକଥା…