ଖୁସିଖବର! ବଢ଼ିପାରେ Retirement ର ବୟସ ଓ Pensionର ଅବଧି

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଖୁବଶୀଘ୍ର ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ଅବସର ବୟସ ଏବଂ ପେନସନ୍ ରାଶି ବଢ଼ାଯାଇପାରେ । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି ଦ୍ୱାରା ଏହି…

ମୋର୍ବି ପରେ ଏବେ କର୍ଣ୍ଣାଟକର ଭକ୍ତଙ୍କ ଉପରେ ଖସିପଡ଼ିଲା ମନ୍ଦିରର ରଥ: ସାମ୍ନାକୁ ଆସିଲା Video

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାମରାଜନଗର ଜିଲ୍ଲାରେ ମଙ୍ଗଳବାର ଦିନ ସକାଳେ ଏକ ଦୁର୍ଘଟଣା ହେଉ ହେଉ ଅଳ୍ପକେ ଟଳିଯାଇଛି । ସେଠାରେ ମନ୍ଦିରର ରଥର ଏକ ଭାଗ ଭାଙ୍ଗିକରି ଶ୍ରଦ୍ଧାଳୁଙ୍କ ଉପରେ ଖସିପଡ଼ିଥିଲା । ରଥର ଏକ ଚକ…

ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ; ନଚେତ ହୋଇପାରେ ଅନେକ ସମସ୍ୟା

ନୂଆଦିଲ୍ଲୀ: ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ଦେବ ନୀତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ରହିଥାଏ , ଯାହା କରିବାକୁ ବାରଣ…

ଭାରତୀୟଙ୍କ ଉପରେ ଟ୍ୱିଟରର କଡା କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ୫୪ ହଜାରରୁ ଅଧିକ ଆକାଉଣ୍ଟ

ନୂଆଦିଲ୍ଲୀ: ଟ୍ୱିଟରକୁ କିଣି ସାରିବା ପରେ ଏବେ ଜବରଦସ୍ତ ଆକ୍ସନରେ ଅଛନ୍ତି ଏଲନ ମସ୍କ । ଏବେ ଟ୍ୱିଟର ଉପରେ ସେ ଗୋଟିଏ ପରେ ଗୋଟିଏ ବଡ କାର୍ଯ୍ୟନୁଷ୍ଠାନ ନେଉଛନ୍ତି । କର୍ମଚାରୀଙ୍କ ସହ ବିଭିନ୍ନ ଆକାଉଣ୍ଟକୁ ନେଇ ସେ ବଡ…

ରାଜଧାନୀରେ ନିର୍ମମ କାଣ୍ଡ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ହୋଇଥିବା ନେଇ ଅଭଯୋଗ ହୋଇଛି । ଯାହାକୁ ନେଇ ଏବେ ମାମଲା ସରଗରମ ହୋଇଛି ।…

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ: ଜାଣନ୍ତୁ କେତେଟାରୁ ପାକତ୍ୟାଗ ?

ପୁରୀ(ଓଡ଼ିଶା ଭାସ୍କର): ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ ହୋଇଛି । ଶ୍ରୀମନ୍ଦିର ନୀତିକାନ୍ତ ଓ ପାକତ୍ୟାଗ ନେଇ ନୀତି…

ସେଲୁନରେ କେଶ ଧୋଇବା ବେଳେ ମହିଳାଙ୍କୁ ଆସିଲା ‘ବିୟୁଟି ପାର୍ଲର ଷ୍ଟ୍ରୋକ’: ଜାଣନ୍ତୁ ଏହାର କ’ଣ କାରଣ କହିଲେ ଡାକ୍ତର

ତେଲେଙ୍ଗାନା: ହାଇଦ୍ରାବାଦର ଜଣେ ୫୦ ବର୍ଷ ବୟସ୍କା ମହିଳା ଏକ ବିଉଟି ପାର୍ଲରରେ କେଶ ଧୋଇବା ସମୟରେ ଷ୍ଟ୍ରୋକର ସାମ୍ନା କରିଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ସେଲୁନରେ ମସାଜ୍ କରିବା…

ଭୁଲରେ ବି ଏହି ଲୋକମାନେ ଖାଆନ୍ତୁ ନାହିଁ ଟମାଟୋ, କରିବାକୁ ପଡ଼ିପାରେ ଅନୁତାପ

ସବୁ ପନିପରିବା ସହ ସାଲାଡ ପ୍ରସ୍ତୁତ ବେଳେ ଟକାଟୋକୁ ବ୍ୟବହାର କରାଯାଇଥାଏ । ଟମାଟୋ ସବୁ ଋତୁରେ ଅତି ସହଜରେ ମିଳିଯାଇଥାଏ । ଏଥିରେ ଶରୀର ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯେପରିକି କ୍ୟାଲସିୟମ୍, ଭିଟାମିନ୍ ସି, ଫସଫରସ୍…

ପାର୍ବଣ ଋତୁରେ ଅନଲାଇନ୍ ସପିଂ କରୁଥିବା ୪୦% ଭାରତୀୟ ଠକାମୀ ଶିକାର ହୁଅନ୍ତି: ରିସର୍ଚ୍ଚ

ନୂଆଦିଲ୍ଲୀ : ଆଜିକାଲି ଅନେକ ଲୋକ ଅନଲାଇନ୍ ଠକେଇର ଶିକାର ହେବାରେ ଲାଗିଛନ୍ତି । ଭୁଲ ମେସେଜ୍ ଓ ଓଟିପି ମାଧ୍ୟମରେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ଠକ । ସର୍ଭେ କରାଯାଇଥିବା ପ୍ରାୟ ୪୦ ପ୍ରତିଶତ ଭାରତୀୟ ଉତ୍ସବ ସମୟରେ…

ଋଷଭ ପନ୍ତ ନା ଦିନେଶ କାର୍ତ୍ତିକ? ବାଂଲାଦେଶ ବିପକ୍ଷରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ରୋହିତ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତର ବିଜୟଧାରାରେ ବ୍ରେକ ଲଗାଇଛି ସାଉଥ ଆଫ୍ରିକା । ତେବେ ଏହି ମ୍ୟାଚରେ ଭାରତର ଅନେକ ଦୁର୍ବଳତା ସାମନାକୁ ଆସିଛି । ଏସବୁ ଉପରେ ଗୁରୁତ୍ୱ ଦେଇ ପରବର୍ତ୍ତୀ ମ୍ୟାଚରେ ଏହାକୁ ସୁଧାରିବା…