Brain Eating Amoeba ଗାଧୋଇବା ବେଳେ ନାକରେ ପଶୁଛି, ବ୍ରେନର ସେଲସକୁ ଖାଉଛି: ୧୦ ଦିନ ମଧ୍ୟରେ ମଣିଷ ମରୁଛି, ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ପ୍ରକୃତିର ଏହି ସୃଷ୍ଟିରେ ଅନେକ ପ୍ରକାରର ଜୀବ ବସବାସ କରୁଛନ୍ତି । କିଛି ଜୀବଙ୍କ ବିଷୟରେ ମଣିଷ ପାଖରେ ସୂଚନା ମଧ୍ୟ ନାହିଁ । ଏପରି କିଛି ଜୀବ ଆମର ସାଧାରଣ ଆଖିକୁ ଦେଖାଯାଆନ୍ତି ନାହିଁ, ଯେଉଁମାନେ କି…

ବାଦଶାହ ମସାଲାର ୫୧% ଅଂଶୀଦାର କିଣିବ ଡାବର ଇଣ୍ଡିଆ , ଆଉ ଅବଶିଷ୍ଟ ଅଂଶ…

ନୂଆଦିଲ୍ଲୀ: ଡାବର ଇଣ୍ଡିଆ ଲିମିଟେଡ୍ ଏବେ ବାଦଶାହା ମସାଲା ପ୍ରାଇଭେଟ୍ ଲିମିଟେଡର ଅଧିକ ଷ୍ଟକ ହାସଲ କରିବା ନେଇ ଏଗ୍ରିମେଣ୍ଟ ସାଇନ୍ କରିଛନ୍ତି । ଏହି ଡିଲ୍ ୫୮୭.୫୨ କୋଟି ଟଙ୍କାରେ ହୋଇଛି । ଏକ୍ସଚେଞ୍ଜ ଫାଇଲିଂରେ…

ଖ୍ୟାତନାମା ବଲିଉଡ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ପରଲୋକ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖର ଖବର ସାମ୍ନାକୁ ଆସିଛି । ପ୍ରଖ୍ୟାତ ବଲିଉଡ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ରୋଗଗ୍ରସ୍ତ ଅବସ୍ଥାରେ ରହିଥିଲେ । ଅନେକ ରୋଗରେ ପୀଡ଼ିତ…

ମୁସଲମାନ ବହୁଳ ଦେଶ ଇଣ୍ଡୋନେସିଆର ମୁଦ୍ରାରେ ଭଗବାନ ଗଣେଶଙ୍କ ଫଟୋ ଅଛି କାହିଁକି ?

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଭାରତୀୟ ମୁଦ୍ରା ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ପ୍ରଭୁ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ମଧ୍ୟ ରହିବା ଉଚିତ। ନିଜର ମତ ରଖି ସିଏମ କେଜ୍ରିୱାଲ…

ପୁଣି ବଢ଼ିବ କି ହାଇସୁକ୍ୟୁରିଟି ନମ୍ବର ପ୍ଲେଟ୍ ସମୟ: STAକୁ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର…

OMCରେ ବାହାରିଲା ଅନେକ ପଦବୀ, ନଭେମ୍ବର ୧୫ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ମାଇନିଂ କର୍ପୋରେସନ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପ୍ରାର୍ଥୀମାନଙ୍କୁ ମ୍ୟାନେଜର, ଜେନେରାଲ ମ୍ୟାନେଜର ଓ ଡେପୁଟି ମ୍ୟାନେଜର ଆଦି ପଦବୀରେ…

ମାତୃଭାଷାରେ ଶିକ୍ଷା ପ୍ରାପ୍ତ ହେଲେ ବୌଦ୍ଧିକ କ୍ଷମତା ଉତ୍ତମ ଢଙ୍ଗରେ ପ୍ରକଟିତ ହୋଇଥାଏ:ଅମିତ ଶାହା

ଭୁବନେଶ୍ୱର : ଆଜିର ଖବର କାଗଜରେ ସ୍ୱରାଷ୍ଟ ମନ୍ତ୍ରୀଅମିତ ଶାହାଙ୍କ ଏକ ଲେଖନୀ ପ୍ରକାଶ ପାଇଛି । ଯେଉଁଥିରେ ସେ ମାତୃଭାଷାରେ ଶିକ୍ଷା ଦାନ କରିବାର ସୁବିଧା ବିଷୟରେ ପ୍ରକାଶ କରିଛନ୍ତି । ସ୍ବାଧୀନତାର ଅମୃତ ମହୋତ୍ସବ…

ସାବଧାନ ହେଇଯାଆନ୍ତୁ! ଆସୁଛି କରୋନାର ଆଉ ଏକ ଭୟଙ୍କର ଭାରିଆଣ୍ଟ

ନୂଆଦିଲ୍ଲୀ :କରୋନା ମହାମାରୀ ବିଶ୍ୱ ଏତେ ଶୀଘ୍ର ଏଥିରୁ ମୁକ୍ତି ପାଇବ ନାହିଁ । ଅନେକ ଥର, ଅନେକ ରିପୋର୍ଟରେ କରୋନା ର ପ୍ରକାର ଏବଂ ସବ୍ ଭାରିଆଣ୍ଟ ବିଷୟରେ ଅନେକ ଦାବି କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ,…

ହେଲମେଟ୍ ଆଇନ ବିରୋଧରେ ଲଢ଼ିଥିବା ଓକିଲ ବିନା ହେଲମେଟ ପାଇଁ ପ୍ରାଣ ହରାଇଲେ

ନୂଆଦିଲ୍ଲୀ: ହେଲମେଟ ଆଇନ ବିରୋଧରେ ଆଇନଗତ ଲଢ଼େଇ କରୁଥିବା ଜଣେ ଆଇନଜୀବୀ ଶେଷରେ ବିନା ହେଲମେଟ ପାଇଁ ପ୍ରାଣ ହରାଇଛନ୍ତି । ଆମେରିକାର ଫ୍ଲୋରିଡ଼ାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ରୋନ ସ୍ମିଥ ନାମକ ଜଣେ ୬୬…

ରାଶିଫଳ(ଗୁରୁବାର,୨୭ ଅକ୍ଟୋବର,୨୦୨୨)

ମେଷ - ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ…