କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନରେ ଖୁସି କି ? ସୋନିଆ କହିଲେ- ଦୀର୍ଘ ସମୟରୁ ଏହା ଅପେକ୍ଷାରେ ଥିଲି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ମତଦାନ ଜାରି ରହିଛି। ପାର୍ଟିର ମୁଖ୍ୟ ପୋଷ୍ଟ ପାଇଁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି। କଂଗ୍ରେସର ଅନ୍ତରୀଣ…

ଏବେ କିନ୍ନରଙ୍କୁ ପୁରୁଷ ଓ ମହିଳା କରିବେ ସରକାର: ମାଗଣାରେ ହେବ ଅପରେସନ

ଜୟପୁର: ରାଜସ୍ଥାନରେ ଏବେ କିନ୍ନରମାନଙ୍କୁ ପୁରୁଷ ଓ ମହିଳା କରିବେ ସରକାର । ଦେଶରେ ପ୍ରଥମ ସମ୍ମାନ ଯୋଜନା ଲଞ୍ଚ କରିବାକୁ ଯାଉଛନ୍ତି ରାଜସ୍ଥାନ ସରକାର । ଏହା ଅଧିନରେ ଲିଙ୍ଗ ବଦଳିବାକୁ ସରକାରୀ ମେଡିକାଲରେ ଅପରେସନ୍…

ଏକନାଥ ସିନ୍ଦେଙ୍କ ପାଇଁ ମୁସ୍କିଲ ସାଜିଲା ନିର୍ବାଚନୀ ଚିହ୍ନ, ପ୍ରଶ୍ନ ଉଠାଇଲା ଶିଖ ସମୁଦାୟ

ନୂଆଦିଲ୍ଲୀ: ଶିବସେନାର ଦୁଇ ଗୋଷ୍ଠୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ପାର୍ଟିକୁ ଆବଣ୍ଟିତ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ଜାରି ରହିଛି। ଶିଖ ସମୁଦାୟର ନେତା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟିର…

ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ରାଜୁଙ୍କ ଷ୍ଟାର ପ୍ରଚାରକ ତାଲିକା, ଭୋଟ ପାଇଁ ପ୍ରଚାର କରିବେ…

ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।କିପରି ଏହି ଉପ ନିର୍ବାଚନକୁ ଦଳ ହାତେଇବେ ସେ ଲାଗି କସରତ ମଧ୍ୟ ଆରମ୍ଭ କରି ଦେଇଛି । ଧାମନଗର ପାଇଁ ବିଜେଡି, ବିଜେପି ଆଉ କଂଗ୍ରେସ…

କାର୍ତ୍ତିକ ମାସରେ ବିରଳ ସଂଯୋଗ; ଜାଣନ୍ତୁ ଦୀପାବଳି ଏବଂ ପୂର୍ଣ୍ଣିମାରେ କଣ ରହିଛି ବିଶେଷ ମୂହୁର୍ତ୍ତ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପର୍ବ ପର୍ବାଣୀ ଏକ ନିର୍ଦ୍ଦିଷ୍ଟ ତିଥି, ବାର ନକ୍ଷତ୍ରକୁ ନେଇ ପଡିଥାଏ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୀପାବଳି ତାର ତିଥି ଅନୁସାରେ ପଡୁଛି । କିନ୍ତୁ ଗ୍ରହମାନଙ୍କ ଗତି ଏବଂ ରାଶି…

ଜାଣନ୍ତୁ ବ୍ଲାକ ୱାଟର କଣ ? ଆଉ କାହିଁକି ଏହାର ନିଶାରେ ଏବେ ସେଲିବ୍ରିଟି

ମୁମ୍ବାଇ: ଆଜିକାଲି ଫିଟ୍ ରହିବା ପାଇଁ ଲୋକେ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି । କିଏ ଜିମ୍ ଜାଇ ନିଜକୁ ଫିଟ ରଖୁଛି ତ ଆଉ କିଏ ଯୋଗ ଧ୍ୟାନ ବା ମେଡିଟେସନ କରି ନିଜକୁ ଫିଟ୍ ରଖୁଛି । କିନ୍ତୁ ବର୍ତ୍ତମାନ ଏହି ଫିଟନେସ…

୧୮ ପରିବର୍ତ୍ତେ ଆଜି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ସମୁଦ୍ର ପତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବାର ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ଦକ୍ଷିଣ ପୂର୍ବ ଓ…

ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ମୋଦୀ ସରକାରଙ୍କ ବିରୋଧରେ ବିଜ୍ଞାପନ, ଲେଖା ହୋଇଛି- ସୀତାରମଣ ଓ୍ଵାଣ୍ଟେଡ୍

ନୂଆଦିଲ୍ଲୀ: ଆମେରିକାର ଏକ ପ୍ରମୁଖ ଖବରକାଗଜ ଓ୍ଵାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଛପିଥିବା ଏକ ବିଜ୍ଞାପନ ସଂପ୍ରତି ବିବାଦ ଘେରରେ ରହିଛି। ବିଜ୍ଞାପନରେ ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ୧୦ ବରିଷ୍ଠ…

ଓଡ଼ିଶାରେ MBBS ଓ BDS ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରୋଭିଜନାଲ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର : ଓଡ଼ିଶାରେ ଥିବା ମେଡିକକାଲ କଲେଜଗୁଡ଼ିକର MBBS ଓ BDS ନାମଲେଖା ପାଇଁ ପ୍ରୋଭିଜନାଲ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି । ନାମଲେଖା ଲାଗି ୩ ହଜାର ୬୭୨ଜଣ ଆବେଦନ କରିଥିବା ବେଳେ ୩ ହଜାର ୬୫୭ଜଣଙ୍କ…

ମିଳିଲାନି ବେଲ୍ ,ଏବେ ଅର୍ଚ୍ଚନାଙ୍କ ଠିକଣା ଜେଲ

ଭୁବନେଶ୍ୱର: କିଛି ଦିନ ହେବ ସବୁ ଗଣମାଧ୍ୟମରେ ଖୁବ ପରିଚିତ ହୋଇଚାଲିଛନ୍ତି ଅର୍ଚ୍ଚନା ନାଗ । କଥାରେ ଅଛି ମନ୍ଦରି ତୋଳିରେ ନା, ରାସ୍ତାରେ... କଲେ ବି ନା । ଏହି ମହିଳା ଭଲ ନୁହେଁ ବରଂ ମନ୍ଦ କାମ କରି ଖୁବ ଚର୍ଚ୍ଚା…