Video: ଘରକୁ ଆସିଲା ନୁଆ କାର୍: ପାର୍କିଂରେ ଥିବା ବାଇକ୍ ଉପରେ ମାଡ଼ିଗଲା

ମୁମ୍ବାଇ: ଘରକୁ ଆସିଲା ନୂଆ କାର୍ ଆଉ ହେଲା ଶାନଦାର ଏଣ୍ଟ୍ରି। ଯାହା ସ୍ୱପ୍ନରେ ମଧ୍ୟ କେବେ ହେଲେ ଚିନ୍ତା କରି ନଥିବେ କାର୍ ମାଲିକ। ବର୍ତ୍ତମାନ ଇଣ୍ଟରନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ନୂଆ କାର୍…

Big Breaking:ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଘେରିଲେ ସିବିଆଇ;୩୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଅଧିକାରୀମାନେ ପଚରାଉଚରା କରିଛନ୍ତି। ରାଜଧାନୀର ସିବିଆଇ ମୁଖ୍ୟାଳୟରେ ଏହି ପଚରାଉଚରା କରାଯାଇଥିଲା। ମଲିକ…

ଏଣିକି ଆପଣଙ୍କ ଘରକୁ ଯାଇ ଅଳିଆ ସଂଗ୍ରହ କରିବ ବାଇକ୍: ସ୍ୱଚ୍ଛ ଓ ସୁନ୍ଦର ରାଜଧାନୀ ପାଇଁ BMCର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଅଳିଆକୁ ନେଇ ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି । ସହରରେ ଡୋର ଟୁ ଡୋ ଅଳିଆ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଲୋକଙ୍କୁ ଘରୁ ବାଇକ ଯୋଗେ ଅଳିଆ…

କଂଗ୍ରେସର ନୂତନ ଅଧ୍ୟକ୍ଷ ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଅଭିଯୋଗ ଉପରେ ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ: କଣ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧୀ ପରିବାରର ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଏହି ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ଅଧ୍ୟକ୍ଷ ନିର୍ବାଚନ ଲଢୁଥିବା…

EPF ଖାତାରେ କିପରି ଲିଙ୍କ୍ କରିବେ ନୁଆ ବ୍ୟାଙ୍କ ଆକାଉଣ୍ଟ ? ଜାଣନ୍ତୁ ଅନଲାଇନ୍ ଅପଡେଟ୍ କରିବାର ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି(ଇପିଏଫ) ଖାତା ଜମା ଉପରେ ସରକାର ସୁଧ ପ୍ରଦାନ କରିଥାନ୍ତି। ତେବେ କିଛି ବୈଷୟିକ ଅସୁବିଧା କାରଣରୁ ଇପିଏଫ ଖାତାଧାରୀଙ୍କ ଷ୍ଟେଟମେଣ୍ଟ ଦେଖାଇ ନଥାଏ। ତେବେ ଏହାକୁ ନେଇ…

ସାଇକେଲରେ ପଞ୍ଜାବ ରୁ ଦିଲ୍ଲୀ ଯାତ୍ରା; କାହିଁକି ଏମିତି କଲେ ୧୩ ବର୍ଷର ବାଳକ କାରଣ ଜାଣିଲେ ଆପଣ ମଧ୍ୟ ହେବେ ତାଜୁବ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆଜିର ପିଲାମାନଙ୍କର ମନ ଏବଂ ହୃଦୟରେ ଏତେ ପ୍ରାଧାନ୍ୟ ଲାଭ କରିଛି ଯେ ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ଏପରି ଏକ ଘଟଣାରେ, ପଞ୍ଜାବର ଜଣେ ୧୩ ବର୍ଷର ବାଳକ ନିଜ ପସନ୍ଦ ୟୁ…

NRHM Odisha ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ୬ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ), ଓଡ଼ିଶା ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ମୋଟ ୧୧୭ଟି ପଦବୀ ଖାଲି ରହିଥିବା…

ଜନଧନ ଆକାଉଣ୍ଟ ଥିଲେ ମିଳିବ ୧.୩୦ ଲକ୍ଷ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଯାହାର ଉପଯୋଗ କରି ଲୋକେ ଉପକୃତ ହୋଇପାରିବେ। ତେବେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୪୬.୯୫ କୋଟି ଲୋକ…

ଆବାସିକ କୋଠାରେ ଲାଗିଲା ନିଆଁ ;ଜୀବନ ବଞ୍ଚାଇବା ପାଇଁ ବାଲକୋନୀରୁ ଡେଇଁଲେ ଲୋକ

ମୁମ୍ବାଇ:ଶନିବାର ମୁମ୍ବାଇର ନିୟୁ ତିଲକ ନଗର ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୨:୪୩ ସମୟରେ ଉକ୍ତ ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡଲେ ଦୀପକ ଚହର, ଏହି ଖେଳାଳିଙ୍କୁ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ: ଦ୍ରୁତ ବୋଲର ଦୀପକ ଚହର ଦକ୍ଷିଣ ଆପ୍ରିକା ବିପକ୍ଷ ସିରିଜର ବାକି ଦୁଇ ଦିନିକିଆ ମ୍ୟାଚ୍ ରୁ ବାଦ୍ ପଡିଛନ୍ତି। ଇନ୍ଦୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମୁକାବିଲାରେ ପରେ ଦୀପକ ଚହର ପିଠିରେ ଆଘାତ…