ଆରବିଆଇ ଜାରି କଲା ସର୍କୁଲାର୍, କ୍ରେଡିଟ୍ କାର୍ଡରେ ଏତିକି ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କଲେ ଲାଗିବନି କୌଣସି ଚାର୍ଜ
ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ)ରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ପାଇଁ ଲାଗିବ ନାହିଁ କୌଣସି ଚାର୍ଜ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଏକ ସର୍କୁଲାର ଜାରୀ କରି ଏହି ନିର୍ଦ୍ଦେଶ ଦେଇଛି।…