ଭକ୍ତଙ୍କ ହାତରୁ ଲଡୁ ଖାଇଲେ ମହାବୀର: କଳିଯୁଗରେ ବଜରଙ୍ଗୀ ଦେଖାଇଲେ ଚମତ୍କାରିତା

ତ୍ରେତୟା ଯୁଗରେ ପବନପୁତ୍ର ହନୁମାନଙ୍କ ଚମକ୍ରାର ଦେଶ ବିଦେଶରେ ବେଶ ପ୍ରଶିଦ୍ଧ । ଲଙ୍କା ଜାଳିବାଠୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ପର୍ବତ ଉଠାଇବା ଭଳି ଅନେକ ଚମତ୍କାର ସେ କରିଥିବା ରାମାୟଣରେ ବର୍ଣ୍ଣିତ ରହିଛି । ସେହିପରି…

ହରାଇ ପାରିଲାନି ପୋଲିଓ: ଦୃଢ ଇଚ୍ଛାଶକ୍ତି ଆଗରେ ଶକ୍ତିହୀନ ହେଲା ଶାରୀରିକ ଅକ୍ଷମତା

ଅନୁଗୁଳ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ଦୃଢ ମନୋବଳ ତାଙ୍କୁ ଆଣି ଦେଉଛି ଗୋଟିଏ ପରେ ଗୋଟିଏ ବିରାଟ ବିରାଟ ସଫଳତା । ଦିନେ ଦିବ୍ୟାଙ୍ଗ ବୋଲି ଖେଳକୁଦରୁ ଦୂରେଇ ଦେଇଥିଲେ ଶିକ୍ଷକ । କିନ୍ତୁ ଆଜି…

(Video) ଡିଜେ ବାଜୁଛି, ସବୁ ଭୁଲିଯାଇ ଦାଣ୍ଡିଆ ଖେଳୁଛନ୍ତି ଅନୁଭବ-ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜେ ବାଜିବା ସହ ହାତରେ ଦାଣ୍ଡିଆ ଧରି ଝୁମିବାରେ ଲାଗିଛନ୍ତି ଓଡ଼ିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ତେବେ ଏହି କଥାଟିକୁ ଅନୁଭବ-ବର୍ଷାଙ୍କ ଫ୍ୟାନ୍ସ ସହଜରେ…

ଦଶହରାରେ ହକି ମାନିଆ: ହକି ଷ୍ଟିକ ଏବଂ ବିଶ୍ୱକପ ଟ୍ରଫିରେ ତିଆରି ହୋଇଛି ମଣ୍ଡପ

ରାଉରକେଲା: ଓଡିଶାକୁ ପୁଣି ଫେରୁଛି ହକି ବିଶ୍ୱକପ । ଆସନ୍ତା ଜାନୁୟାରୀରେ ରାଉରକେଲା ଏବଂ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ । ତେବେ ଏହା ପୂର୍ବରୁ ଓଡିଶାକୁ ୨ ବର୍ଷ ପରେ…

Jio Ture 5G: ଆସନ୍ତାକାଲି ଦଶହରାରେ ହେବ ଲଞ୍ଚ, ଦେଶର ୪ଟି ସହରର ୟୁଜର୍ସଙ୍କୁ ମିଳିବ ସର୍ଭିସ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ୫ଜି ସର୍ଭିସ ଘୋଷଣା କରିସାରିଛି । କମ୍ପାନୀ ୪ଟି ସହରରେ ୫ଜି ସର୍ଭିସ ଲଞ୍ଚ କରିବ । ଏହି ସର୍ଭିସର ଫାଇଦା ଆପଣମାନେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୫ ତାରିଖରୁ ଉଠାଇ ପାରିବେ ।…

ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ଚୟନ ପାଇଁ ୫ ଜଣିଆ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ମାସ ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ…

ମା’ଙ୍କୁ ସ୍ୱାଗତ କରିବାକୁ ଆସିଛନ୍ତି ଇନ୍ଦ୍ରଦେବ: ବିଜୁଳି ସହ ପ୍ରବଳ ବର୍ଷାରେ ଭିଜୁଛି ଓଡିଶା

ଝିପି ଝିପି ବର୍ଷାରେ ଭିଜୁଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଆଜି ମହାନବମୀରେ ଭିଜୁଛି ସାରା ଓଡିଶା । ବତାସୀ ପବନ ସହ ଘଡଘଡି ବିଜୁଳି, ଆଉ ତା ସହ ଘନଘନ ବର୍ଷାର ପ୍ରକୋପ । ଚାରିଆଡେ ପାଣି ଘେରରେ ରହିଛନ୍ତି ଆଦିଶକ୍ତି…

ଲୁହରେ ଭାସିଗଲା ଦଶହରା ଖୁସି: ବଜ୍ରପାତରେ ଚାଲିଗଲା ୩ଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଋତୁର ସମସ୍ତ ଖୁସିକୁ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଇଛି ବର୍ଷା । ଗୋଟିଏ ପଟେ ରାଜ୍ୟବାସୀ ଦଶହରା ପୂଜାର ଖୁସି ମନାଉଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଝଡ଼ବର୍ଷା । ତେବେ ଆଜି…

Swiggy Delivery Boy ବର୍ଷାରେ ଭିଜି ଭିଜି ପହଞ୍ଚାଇଲେ ଅର୍ଡର: ଗାଡି ନୁହେଁ ସାଇକେଲ ସାଜିଛି ସାହାରା

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଘରେ ବସି ଟଙ୍କା କମାଇବାର ଚିନ୍ତା କରୁଛନ୍ତି । ଏମିତି ଅନେକ କାମ ବି ରହିଛି ଯାହା ଅନଲାଇନରେ ଘରେ ବସି ରୋଜଗାର କରାଯାଇପାରିବ । ତେବେ କିନ୍ତୁ କିଛି ଲୋକଙ୍କ ପାଇଁ ଏବେ ବି ଏହା ସମ୍ଭବ…

ପ୍ରଖ୍ୟାତ ହିନ୍ଦି କଥାକାର ଶେଖର ଜୋଶୀଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦି ଭାଷାର ପ୍ରଖ୍ୟାତ କଥାକାର ଶେଖର ଜୋଶୀଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ତାଙ୍କର ଜୀବନକାଳରେ ଦାଜ୍ୟୁ, କୋସି କା ଘଟୱାର ପରି ଅନେକ ପ୍ରଗତିଶୀଳ କାହାଣୀ…