ସେନାକୁ ମିଳିଲା ପ୍ରଥମ ଲାଇଟ କମ୍ବାଟ ହେଲିକପ୍ଟର: ଭୁପୃଷ୍ଠରୁ ଆକାଶ ସବୁଠି ଦେଖାଇବ ଦମ୍
ନୂଆଦିଲ୍ଲୀ: ଭାରତୀୟ ସେନାର ଲଢ଼ୁଆ ବିମାନରେ ଆଉ ଏକ ବିମାନ ସାମିଲ ହୋଇଛି । ଗୁରୁବାର ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (HAL) ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟରକୁ ସେନାକୁ ହସ୍ତାନ୍ତର କରିଛି । ହାଲ୍ ଏହାକୁ…