ସେପ୍ଟେମ୍ବରରେ ହେବାକୁ ଯାଉଛି ବୁଦ୍ଧାଦିତ୍ୟ ଯୋଗ; ଏହି ରାଶିରେ ସୁଧୁରିବ ଆର୍ଥିକ ସ୍ଥିତି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ରାଶି ପରିବର୍ତ୍ତନ ମହତ୍ୱ ରହିଛି । ଅନେକ ଥର ଗ୍ରହ ଚଳନ ଯୋଗୁଁ ଶୁଭ ଯୋଗ ହୋଇଥାଏ । ସୂର୍ଯ୍ୟ ତଥା ବୁଧ ଗୋଟିଏ ରାଶିରେ ହେବା ଯୋଗୁଁ ବୁଦ୍ଧାଦିତ୍ୟ ଯୋଗ ହୋଇଥାଏ । ୧୭ ସେପ୍ଟେମ୍ବର ପରେ…

ରାଜ୍ୟରେ ୭,୫୦୦ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି: ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୭,୫୦୦ ଜଣ ଶିକ୍ଷକ । ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଯାଇଛି । ଏଥିପାଇଁ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ବିଜ୍ଞପ୍ତି…

କ୍ୟାନସର, ଡାଇବେଟିସ, ହୃଦରୋଗର ଆଶଙ୍କା ହ୍ରାସ ପାଇବ, ଡାଏଟରେ ସାମିଲ କରନ୍ତୁ ଏହି ୫ଟି ସୁପର ଫୁଡସ୍

ଆଜିର ସମୟରେ କ୍ୟାନସର ଏକ ଭୟଙ୍କର ରୋଗ । ତେବେ ଆପଣ ଚାହିଁଲେ ନିଜର ଡାଏଟରେ କିଛି ପୋଷକ ତତ୍ତ୍ୱ ଭରା ଖାଦ୍ୟ ସାମିଲ କରି କ୍ୟାନ୍ସରର ଆଶଙ୍କାକୁ ହ୍ରାସ କରିପାରିବେ । ଆପଣମାନେ ବିଭିନ୍ନ ପ୍ରକାରର ମସଲା, ଫଳ, ସବଜି…

ଗୁରୁଦିବସ ଅବସରରେ ୫ ଯୋଜନା ଆରମ୍ଭ କରିବ UGC, ମିଳିବ ଏହି ସୁବିଧା…

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଛାତ୍ରଙ୍କୁ ଗୁରୁଦିବସ ଅବସରରେ ଅନେକ ପୁରସ୍କାର ମିଳିବ । ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ ଆୟୋଗ ଗୁରୁଦିବସ ଅବସରରେ ଗୋଟିଏ କନ୍ୟା ସନ୍ତାନ…

(Video) ଟର୍ଚ୍ଚ ଲାଇଟରେ ହେଉଛି ଶବଦାହ; ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ

ନବରଙ୍ଗପୁର: ନା ଅଛି ଲାଇଟ ନା ଆଉ କିଛି ବ୍ୟବସ୍ଥା । ଅନ୍ଧାରରେ ଆହୁରି ଭୟଙ୍କର ଦିଶୁଛି ଉମରକୋଟର ମଶାଣୀ । ଏଠାରେ ପରିସ୍ଥିତି ଏମିତି ଯେ, ଶବଦାହ କରିବା ପାଇଁ ବି ସାହସ ପାଏନି । ଆଉ ଏମିତି ସ୍ଥିତିରେ ଏବେ ମୋବାଇଲ…

AIIMSର ବଡ଼ ସୂଚନା: Avascular Necrosis କରୋନା ସଂକ୍ରମିତଙ୍କ ହାଡ଼ ନଷ୍ଟ କରୁଛି

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ୍ ସାରା ବିଶ୍ୱକୁ ଏକପ୍ରକାର କବଳିତ କରି ରଖିଛି । ଏହା ମଧ୍ୟରେ କରୋନାର ଏକାଧିକ ଭାରିଆଣ୍ଟ ସାମ୍ନାକୁ ଆସିଥିବା ବେଳେ ତା’ର ଆଶଙ୍କା ଏବେ ମଧ୍ୟ ଟଳିନାହିଁ ।…

ଦଶହରା ପୂର୍ବରୁ ବଢ଼ିବ DA! କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେବେ ବଡ଼ ଉପହାର

ନୂଆଦିଲ୍ଲୀ: ନିକଟରେ ଦେଶର କିଛି ରାଜ୍ୟର ସରକାର ପର୍ବପର୍ବାଣି ପୂର୍ବରୁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରି ଉପହାର ପ୍ରଦାନ କରିସାରିଛନ୍ତି । ତେବେ ଏହା ମଧ୍ୟରେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ସେମାନଙ୍କର ଡିଏ…

ଶବଦାହ କରାଯିବନି କି’ ପୋତାଯିବ ନାହିଁ, ଜାଣନ୍ତୁ କେମିତି ହେବ ଟାଟା ଗ୍ରୁପ୍ ର ପୂର୍ବ ଚେୟାରମ୍ୟାନଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ରବିବାର ସାଇରସ ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ସମୟରେ ମହାରାଷ୍ଟ୍ରର ପାଲଘର ନିକଟରେ ତାଙ୍କ କାର୍…

ଦିଲ୍ଲୀ ରାଜପଥର ନାମ ହେବ “କର୍ତ୍ତବ୍ୟପଥ’: ମୋଦୀ ସରକାର କରୁଛନ୍ତି ପ୍ରସ୍ତୁତି

ନୂଆଦିଲ୍ଲୀ: ବଦଳିବ ଦିଲ୍ଲୀର ଐତିହାସିକ "ରାଜପଥ'ର ନାମ । ମୋଦୀ ସରକାର ଖୁବଶୀଘ୍ର "ରାଜପଥ'ର ନାମ ବଦଳାଇ "କର୍ତ୍ତବ୍ୟପଥ' କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କୁହାଯାଉଛି । ସୂଚନା…

PPF ଆକାଉଣ୍ଟରେ ବି ଆପଣ ନେଇପାରିବେ ଲୋନ୍, ଜାଣନ୍ତୁ କ’ଣ ଏହାର ନିୟମ ଏବଂ ସର୍ତ୍ତାବଳୀ

ନୂଆଦିଲ୍ଲୀ: ଯଦି ଆପଣ ନିବେଶ କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ  । ଆଜି ଆମେ ଆପଣଙ୍କୁ ପିପିଏଫ୍ ଆକାଉଣ୍ଟ (PPF) ବିଷୟରେ କହିବୁ । ଏଥିରେ ନିବେଶ କରିବା ଦ୍ୱାରା କେବଳ ଭଲ ସୁଧ ସହ ଟ୍ୟାକ୍ସରେ…