ଜାମ୍ମୁ-କାଶ୍ମୀର: ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର, ଆତଙ୍କରେ ଲୋକେ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଜାମ୍ମୁର ସିଦ୍ଧ୍ରାଠାରେ ଏକ ଆବାସିକ ଘରୁ ୬ଜଣଙ୍କ ଶବ ମିଳିଛି। ଏମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି। ସୁତ୍ରରୁ…