ଫେରିବେ କି ଜାଡେଜା-ହୋଲ୍ଡର? ତୃତୀୟ ମ୍ୟାଚ ପାଇଁ କ’ଣ ରହିପାରେ Playing 11?

ନୂଆଦିଲ୍ଲୀ: ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳିବ ଭାରତୀୟ ଦଳ । ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହ ଟ୍ରଫିକୁ ନିଜ କବଜାରେ କରିଛି ଟିମ ଇଣ୍ଡିଆ । ତେଣୁ…

ଯୁକ୍ତଦୁଇ ରେଜଲ୍ଟ: କେଉଁଠୁ କେତେ ପାସ୍ କଲେ, ମୋଟ ପାସ୍ ହାର କେତେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ରେଜଲ୍ଟ ଘୋଷଣା…

ସ୍କୁଲରେ ଲାଗିଲା ବିଦ୍ୟୁତ ସକ୍: ୨ ଛାତ୍ରଙ୍କ ସମେତ ଜଣେ ଶିକ୍ଷକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରେ ବିଦ୍ୟୁତ ସକ୍ ଲାଗି ୩ ଜଣ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ବିଦ୍ୟାଳୟର ୨ ଜଣ ଛାତ୍ରଙ୍କ ସମେତ ଜଣେ ଶିକ୍ଷକ ଗୁରୁତର ଆହତ ହୋଇ…

ପ୍ରକାଶ ପାଇଲା ଯୁକ୍ତଦୁଇ ରେଜଲ୍ଟ, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରକାଶ ପାଇଲା ଯୁକ୍ତଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆଜି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ…

ବାବୁସାନଙ୍କ ପ୍ରତିକ୍ରିୟାକୁ ନେଇ ଉତ୍ତର ରଖିଲେ ମାଆ ଅପରାଜିତା: ୨ ଦିନ ମାଗିଲେ ସମୟ

ଭୁବନେଶ୍ୱର: ଥମୁନି ବାବୁସାନ-ପ୍ରକୃତି ପ୍ରସଙ୍ଗରେ ଷ୍ଟାର କଳି । ଦିନକୁ ଦିନ ବାବୁସାନଙ୍କ ସମ୍ପର୍କର ସୂତାଖିଅ ଆହୁରି ଛନ୍ଦି ହୋଇ ଯାଉଛି । ତେବେ ଉଭୟ ଚେନ୍ନାଇ ଯିବା ପରେ ରାଜ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ମାମଲା…

(Video)ସମୟରେ ସ୍କୁଲ ନଆସିବାରୁ ଛାତ୍ରୀଙ୍କୁ ଟଏଲେଟ ସଫା କରାଇଲେ ଶିକ୍ଷକ: ଭିଡିଓ ଭାଇରାଲ ପରେ ହଙ୍ଗାମା

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଡଗ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନାଗଭି ବିଦ୍ୟାଳୟରେ ଛାତ୍ରୀମାନେ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଛି । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।…

ନିଜ ଜିଲ୍ଲାର ୬୦ ଅତିଥିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଆଦିବାସୀ ମହିଳା ଭାବରେ ସେ ଏହି ପଦବୀ ଅଳଙ୍କୃତ କରିଛନ୍ତି। ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲାରେ ତାଙ୍କର ଜନ୍ମ।…

(Video) କଂଗ୍ରେସ ନେତାଙ୍କ ଚୁଟି ଝିଙ୍କି ଗାଡ଼ିରେ ବନ୍ଦ କଲା ପୋଲିସ: ୨ ଜଣଙ୍କୁ ସସପେଣ୍ଡ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚରାକୁ ବିରୋଧ କରି ଦଳର ନେତାଙ୍କ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ଦିଲ୍ଲୀରେ ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କୁ ପୋଲିସ ଗିରଫ କରିଛି…

ଦିଲ୍ଲୀ ପରେ ଏବେ ଏହି ରାଜ୍ୟରେ ଗଡିବ ନାହିଁ ପୁରୁଣା ଗାଡି, ବନ୍ଦ ହେବ ୭୦ ଲକ୍ଷ ବାହାନ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ଏବେ ପଶ୍ଚିମବଙ୍ଗ ସଡକରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଗଡିବ ନାହିଁ। ବୁଧବାର ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି) ପଶ୍ଚିମବଙ୍ଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ହଟାଇବାର ଆଦେଶ…

ଭାରତ-ଓ୍ଵେଷ୍ଟଇଣ୍ଡିଜ ଆଜି ଶେଷ ଦିନିକିଆ, ପଦାର୍ପଣ କରି ପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମୁକାବିଲା ଆଜି ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ସେତେଟା ଗୁରୁତ୍ଵ ନୁହେଁ, କାରଣ ଦଳ ସିରିଜ୍ ନିଜ ନାମରେ କରି ସାରିଛି। ଦଳ…