ରାଜନୀତି ଛାଡିବାକୁ ଚିନ୍ତା କରୁଛନ୍ତି ଗଡକରୀ ? କହିଲେ- ଆଜିର ରାଜନୀତି କେବଳ କ୍ଷମତା ପାଇଁ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବେଳେ ବେଳେ ରାଜନୀତିରୁ ଦୂରେଇ ଯିବା କଥା ଚିନ୍ତା କରୁଛନ୍ତି। ଶନିବାର ସେ ଖୋଦ୍ ଏହି କଥା କହିଛନ୍ତି। ଏକ କାର‌୍ୟ୍ୟକ୍ରମରେ ସେ ସାଂପ୍ରତିକ ରାଜନୀତି ଏବଂ ମାହୋଲକୁ ନେଇ…

(Video) ମଦ ପିଇ ରାସ୍ତାରେ ଗଡ଼ିଲେ ପୋଲିସ ବାବୁ: କହିଲେ-‘ସସପେଣ୍ଡ କଲେ ବି ପିଇବି’

ମୟୂରଭଞ୍ଜ(ଓଡ଼ିଶା ଭାସ୍କର): ମଦ ନିଶାରେ ପଡ଼ିଲେ ଲୋକମାନେ ହିତାହିତ ଜ୍ଞାନ ବି ଭୁଲି ଯାଆନ୍ତି । ଅନେକ ବଡ଼ ବଡ଼ ଲୋକମାନେ ମଧ୍ୟ ଏହା ଆଗରେ ଦୁର୍ବଳ ପାଲଟିଯାଆନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ନା କିଛି…

ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା, ସରକାର ଗଣିବେ ୧୦୦ କୋଟିର ତଣ୍ଡ

ଭୁବନେଶ୍ୱର: ସରକାର ଗଣିବେ ୧୦୦ କୋଟିର ତଣ୍ଡ,କି ବିଚିତ୍ର କଥା କାନ ଶୁଣିଲା,ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା'' ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେପି...ଯାହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି।…

‘ବଙ୍ଗ ବିଭୂଷଣ’ ସମ୍ମାନ ନେବାକୁ ମନା କଲେ ନୋବେଲ ବିଜେତା ଅର୍ମତ୍ୟ ସେନ, ଝିଅ କହିଲେ- ଆଉ କାହାକୁ ଦିଅ

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅର୍ମତ୍ୟ ସେନ ‘ବଙ୍ଗ ବିଭୂଷଣ’ ସମ୍ମାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହି ବିଶେଷ ସମ୍ମାନ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥାଏ। ଜୁଲାଇ…

ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ମାତ୍ରେ ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରି ବିଷ ଓଗାଳିଲେ ମେହବୁବା ମୁଫତି

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଆଜି ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଥି ସହିତ ରାମନାଥ କୋବିନ୍ଦ ଦେଶର ପୂର୍ବତନ ରାଷ୍ଟ୍ରପତି ହେବ ସହ ସମସ୍ତ ସାମ୍ବିଧାନିକ ପଦବିରୁ ସେ ମୁକ୍ତ ହୋଇଛନ୍ତି।…

ସ୍ତ୍ରୀ ନାଁରେ ଚୋରି ମାମଲା ରୁଜୁ ନକରିବାରୁ ଟାୱାର ଉପରେ ଚଢ଼ିଗଲା ସ୍ୱାମୀ: ପୋଲିସ କଲା ଏପରି କାମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱାରେ ରବିବାର ଦିନ ସନ୍ଧ୍ୟାରେ ଜଣେ ଯୁବକ କୋତୱାଲି ଥାନା ପରିସରରେ ଥିବା ମୋବାଇଲ ଟାୱାର ଉପରେ ଚଢ଼ିଯାଇଥିବା ଖବର ସାମ୍ନାକୁ ଆସିଛି । ଟାୱାର ଉପରେ ଚଢ଼ିଯାଇଥିବା ବ୍ୟକ୍ତି ଅଭିଯୋଗ…

ଭାରତରେ ଗରିବ ବି ସ୍ୱପ୍ନ ଦେଖିପାରେ…ମୁଁ ରାଷ୍ଟ୍ରପତି ହେବା ତାର ପ୍ରମାଣ: ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦୁଃଖଦ ଥିଲା ବ୍ୟକ୍ତିଗତ ଜୀବନ, ଆସନ୍ତୁ ଜାଣିବା ତାଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ପାଞ୍ଚ ବର୍ଷର କାହାଣୀ

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣ ତାଙ୍କ ନିକଟରେ ଶପଥ ଗ୍ରହଣ କରିଥିଲେ। ଆମେ ଆପଣଙ୍କୁ କହିବୁ ଯେ ମୁର୍ମୁ…

Video: ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରାମନା ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ କରି ଭାରତର ୧୫ ତମ ରାଷ୍ଟ୍ରପତି…

ଆଜି ଶ୍ରାବଣ ମାସର ପ୍ରଥମ ସୋମ ପ୍ରଦୋଶ ଉପବାସ: ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ମହାଦେବଙ୍କ ପୂଜା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସରେ ପଡୁଥିବା ସୋମ ପ୍ରଦୋଶ ଉପବାସର ବିଶେଷ ମହତ୍ୱ ରହିଛି । ଏହି ଦିନ ଯେଉଁମାନେ ଆନ୍ତରିକତାର ସହିତ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି , ସେମାନଙ୍କ ଜୀବନରେ ପ୍ରଭୁଙ୍କ…