ରାଜଧାନୀବାସୀ ଘରେ ଘରେ CCTV ଲଗାନ୍ତୁ, ଆଉ ଖସି ପାରିବେନି ଚୋର: କମିଶନରେଟ୍ ପୋଲିସ ଜାରି କଲା ହେଲପ୍ ଲାଇନ ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସହରାଞ୍ଚଳରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଚୋରି, ଡକାୟତି, ଲୁଟ, ରାହାଜାନି, ହତ୍ୟା ସତେ ଯେମିତି ରାଜଧାନୀବାସୀଙ୍କୁ ଗ୍ରାସ କରିନେଇଛି । ଯେତେ ପଦକ୍ଷେପ ନେଲେ…

୯୪ ବର୍ଷରେ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରତ ହେଲା ଗୌରବାନ୍ୱିତ

ନୂଆଦିଲ୍ଲୀ: ଯୁବପିଢୀମାନେ ଦେଶ ପାଇଁ ଅନେକ ପଦକ ଜିତି ଦେଶକୁ ଗୌରବାନ୍ୱିତ କରୁଛନ୍ତି  । ଏହି କ୍ରମରେ ଏବେ ଭାରତ ପାଇଁ ଆସିଛି ଆଉ ଏକ ଗୌରବର ସମୟ । କାରଣ ଜଣେ ୯୪ ବର୍ଷିୟ ବୃଦ୍ଧା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି…

ପେନସନ ରାଶିକୁ ନେଇ ନିୟମ ବଦଳାଇଲା EPFO

ନୂଆଦିଲ୍ଲୀ: କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ପେନସନ ପାଉଥିବା ଲୋକଙ୍କ ବଡ ଖବର । ଏବେ ଇପିଏଫଓରୁ ମିଳୁଥିବା ପେନସନ ରାଶି ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ଫାଇଦା ସମସ୍ତ ପେନସନ ଭୋଗୀଙ୍କୁ ମିଳିବ।…

ମୋବାଇଲରେ ଜାଣନ୍ତୁ ଆପଣଙ୍କ ଟ୍ରେନ୍ ଏବେ କେଉଁଠି, ଫଟାଫଟ୍ ମିଳିବ ସୂଚନା

ନୁଆଦିଲ୍ଲୀ: ଭାରତ ଭଳି ଜନବହୁଳ ଦେଶରେ ଅଧିକାଂଶ ଲୋକେ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଏହି ଦୃଷ୍ଟିରୁ ଭାରତୀୟ ରେଳବାଇ ନେଟୱାର୍କ ମଧ୍ୟ ବହୁତ୍ ବଡ଼ ଅଟେ। ଏଥିରେ ଲମ୍ବା ଯାତ୍ରା କରିବା ବହୁତ ସହଜ…

ଜିକା ଭାଇରସକୁ ନେଇ ବଢିଲା ଚିନ୍ତା: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ଡେଙ୍ଗୁ, ମାଲେରିଆ ଓ ଚିକେନଗୁନିଆ ପରେ ଜିକା ଭାଇରସକୁ ନେଇ ସରକାରଙ୍କର ଚିନ୍ତା ବଢିଛି । ଦେଶର ଅନେକ ରାଜ୍ୟରେ ବୈଜ୍ଞାନିକମାନେ ଜିକା ଭାଇରସ ସମ୍ବନ୍ଧୀୟ ତଥ୍ୟର ପ୍ରମାଣ ପାଇଥିବା ପ୍ରକାଶ କରିଛନ୍ତି ।…

ରାଜଧାନୀରେ ମହଙ୍ଗା ହେଲା ବିଦ୍ୟୁତ୍: ଜାଣନ୍ତୁ ଏହି ମାସରୁ କେତେ ଅଧିକ ଦେବାକୁ ପଡ଼ିବ ବିଲ୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ମହଙ୍ଗା ହୋଇଛି । ବିଲରେ ଜୁନ୍ ଅଧାରୁ ବିଦ୍ୟୁତ୍ ବିଲ୍ ୨ ରୁ ୬ ପ୍ରତିଶତ ବୃଦ୍ଧି ପାଇଛି । ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଗ୍ରାହକଙ୍କ ଉପରେ ଆଦାୟ କରାଯାଉଥିବା…

ଓଲଟିଲା ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍, ୧୦ ଆହତ ଜଣେ ଗୁରୁତର

ପୁରୀ: ପୁରୀରୁ ଆସୁଥିବାବେଳେ ଓଲଟିଲା ବସ୍। ଭାରି ବର୍ଷା କାରଣରୁ ଭାରସ୍ୟମ ହରାଇ ଡିଭାଇଡରରେ ପିଟି ହୋଇ ଘଟିଲା ଦୁର୍ଘଟଣା। ପୁରୀ ସାତସଙ୍ଖ ଠାରେ ଘଟିଛି ଅଘଟଣ। ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୫ ଯାତ୍ରୀ ଆହାତ…

୨୦୩୦ ପର୍ଯ୍ୟନ୍ତ ଜେଲରେ ହିଁ ରହିବ ଗ୍ୟାଙ୍ଗଷ୍ଟାର ଆବୁ ସାଲେମ, ସୁପ୍ରିମକୋର୍ଟଙ୍କ ବଡ ଆଦେଶ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ଗ୍ୟାଙ୍ଗଷ୍ଟାର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି। ୨୫ ବର୍ଷର ସଜା ପୂରା ହେବା ପରେ ହିଁ ଆବୁ ସାଲେମର ଖଲାସ ନେଇ ସରକାର ବିଚାର…

(Video) ଜନନୀ ଯନ୍ତ୍ରଣାର କରୁଣ ଚିତ୍ର: କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ସରକାର, ସାଇକେଲରେ ବୁହା ହେଲେ ଗର୍ଭବତୀ

ନବରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ଖଟିଆ ପରେ ଏବେ ସାଇକେଲରେ ବୁହା ହେଉଛନ୍ତି ଗର୍ଭବତୀ। ଦେଖନ୍ତୁ ଏ ଦୃଶ୍ୟ କୁ କିଭଳି ବିପଦପୂଣ୍ଣ ଭାବେ ଖଟିଆରେ ବୁହା ହୋଇ ଆସୁଛନ୍ତି ଗର୍ଭବତୀ…

ନୂତନ ସଂସଦ ଗୃହରେ ଅଶୋକ ସ୍ତମ୍ଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ନୂତନ ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ବିଶାଳ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ସଂସଦ ଭବନ କାର୍ଯ୍ୟରେ ନିୟୋଜିତ…