ପତ୍ନୀ ଓ ପିଲାମାନଙ୍କୁ ବନ୍ଧକ ରଖିଥିବା ଯବାନ ନିଜକୁ ମାରିଲେ ଗୁଳି: କିଛି ଘଣ୍ଟା ଧରି ଖେଳାଇଥିଲେ ଆତଙ୍କ

ଯୋଧପୁର: ରାଜସ୍ଥାନ ଯୋଧପୁରର ଏକ ତାଲିମ ଶିବିରରେ ପତ୍ନୀ ଏବଂ ପିଲାମାନଙ୍କୁ ବନ୍ଧକ ରଖି ଫାୟାରିଂ କରିଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଯବାନ ନିଜକୁ ଗୁଳି କରିଛନ୍ତି । ଗତ କିଛି ଘଣ୍ଟା ଧରି ଯବାନ ନିଜ ପତ୍ନୀ…

ମିଶନ ଗଗନଯାନ, ପ୍ରଥମ ପରୀକ୍ଷଣ ମାନବ ବିହୀନ ଏବଂ ଦ୍ଵିତୀୟରେ ମହିଳା ରୋବୋଟଙ୍କୁ ପଠାଯିବ ମହାକାଶ

ନୂଆଦିଲ୍ଲୀ: ଭାରତର ମିଶନ ଗଗନଯାନର ପୂରା ଯୋଜନା ସାମ୍ନାକୁ ଆସିଛି। ଯୋଜନା ଅନୁଯାୟୀ, ଗଗନଯାନର ପ୍ରଥମ ପରୀକ୍ଷଣ ମାନବ ବିହୀନ ଏବଂ ଦ୍ଵିତୀୟ ପରୀକ୍ଷଣରେ ଜଣେ ମହିଳା ରୋବୋଟକୁ ପଠାଯିବ। ଏହି ଦୁଇଟି ପରୀକ୍ଷଣ ଚଳିତ…

ଭୁବନେଶ୍ୱର କରୋନାର ସାଙ୍ଘାତିକ ସ୍ଥିତି: କଟକଣା ବଢ଼ାଇଲା BMC, ମାନିବାକୁ ପଡ଼ିବ ଏହି ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ସବୁଠାରୁ ଅଧିକ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସୁଛି । ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ କଡ଼ାକଡ଼ି…

ହରିଶଙ୍କର ମନ୍ଦିରର ମାହାତ୍ମ୍ୟ : ଏକାଠୀ ଅବସ୍ଥାନ କରିଥିବାରୁ ନାମ ହେଲା ହରିଶଙ୍କର

ଓଡ଼ିଶା ଭାସ୍କର: ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ ହେଉଛି ହରିଶଙ୍କର ମନ୍ଦିର । ପଶ୍ଚିମ ଓଡ଼ିଶାରେ ଅବସ୍ଥିତ ହରିଶଙ୍କର ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ଏହି ପୀଠରେ ହରି ଓ ଶଙ୍କର ଏକାଠୀ ପୂଜା ପାଉଥିବାରୁ ଏହି…

ଏକ ତରଫା ପ୍ରେମ ନେଲା ଭାଇର ଜୀବନ, ସାଙ୍ଗ ସାଜିଥିଲେ ଷଡଯନ୍ତ୍ରକାରୀ

ବାଲିପାଟଣା: ରାତି ପାହିଲେ ହୋଇଥାନ୍ତା ଭଉଣୀର ବାହାଘର। ଘରେ ଭରି ରହିଥିଲେ ବନ୍ଧୁବାନ୍ଧବ ଖୁସି ଓ କୋଳାହଳରେ ପୁରି ଉଠୁଥିଲା ଘର। କିନ୍ତୁ ଖୁସି ଭିତରେ ଛାଇଗଲା ଦୁଖଃର କଳା ବାଦଲ। ଭଉଣୀର ସବାରି ବଦଳରେ ଉଠିଲା ଭାଇର…

ପାନିରସେଲଭମଙ୍କୁ ବଡ ଝଟକା, ପାଲାନିସ୍ୱାମୀ AIADMKର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ ନିର୍ବାଚିତ

ଚେନ୍ନାଇ: ତାମିଲନାଡୁର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି ତାଙ୍କ ଦଳ ଏଆଇଏଡିଏମକେ। ସୋମବାର ସୋମବାର ଏଡାପ୍ପାଡି କେ ପଲାନିସ୍ୱାମୀ (ଇପିଏସ୍) କୁ…

ନ୍ୟୁଜିଲାଣ୍ଡ ଭାଙ୍ଗିଲା ବିଶ୍ଵ ରେକର୍ଡ, ଶେଷ ଓଭରରେ କଲା ଏତିକି ରନ

ନୂଆଦିଲ୍ଲୀ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ଓଭରରେ ସବୁଠୁ ଅଧିକ ରନ କରିବାର ବିଶ୍ଵ ରେକର୍ଡ ଏବେ ନ୍ୟୁଜିଲାଣ୍ଡ ନାମରେ ହୋଇ ଯାଇଛି। ଆୟରଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ…

ଜେଇଇ(ମେନ୍) ସେସନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ (ମେନ୍) ସେସନ୍-୧ରେଜଲ୍ଟ ଆଜି ପ୍ରକାଶ ପାଇଛି । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଜେଇଇ(ମେନ୍) ସେସନ-୧…

ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଝଟକା: ଜାଣନ୍ତୁ କେଉଁ ୪ଟି ଆପରେ ରହିଛି ମାଲୱେର

ଓଡ଼ିଶା ଭାସ୍କର: ସ୍ମାର୍ଟଫୋନ ଲୋକମାନଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି । କିନ୍ତୁ ଏହି ସ୍ମାର୍ଟଫୋନରେ ବେଳେ ବେଳେ ମାଲୱେର ଭଳି ଭାଇରସ ଦେଖା ଯାଇଥାଏ । ଏହି ମାଲୱେର ଲୋକମାନଙ୍କ ମୋବାଇଲ ବ୍ୟବହାର କରିବା…

୨୦୨୩ରେ ଚୀନ ନୁହେଁ, ଭାରତ ହୋଇପାରେ ସବୁଠୁ ଜନସଂଖ୍ୟା ବହୁଳ ଦେଶ: ୟୁଏନ

ନୂଆଦିଲ୍ଲୀ: ଜନସଂଖ୍ୟା ମାମଲାରେ ଭାରତ ଆସନ୍ତା ବର୍ଷ ଚୀନକୁ ପଛରେ ପକାଇପାରେ। ମିଳିତ ଜାତିସଂଘ ପକ୍ଷରୁ ସୋମବାର ଜାରି ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟ ମୁତାବକ ୨୦୨୨ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଦୁନିଆର…