ସ୍ୱାମୀ, ସ୍ତ୍ରୀ ଓ ସନ୍ଦେହ: ଭୁଲ-ବୁଝାମଣାରୁ ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା
ରାଇରଙ୍ଗପୁର: ଭୁଲ ବୁଝାମଣା କିମ୍ବା ସନ୍ଦେହ ସମ୍ପର୍କରେ ସବୁବେଳେ ଦୂରତା ସୃଷ୍ଟି କରିଥାଏ । ବିଶେଷ କରି ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ସନ୍ଦେହର ଏହି ଶବ୍ଦ ଖୁବ କ୍ଷତି ଘଟରାଇଥାଏ । ଏମିତିକି ଦୁଇଟି ପ୍ରେମୀ ଯୁଗଳଙ୍କୁ…