ଏଥର ଅପହଞ୍ଚ ଗଭୀର ଜଳରେ ଗବେଷଣା ସମ୍ଭବ! ରୋବୋଟ ତିଆରି କଲା NIT ରାଉରକେଲା
ରାଉରକେଲା: ଏଣିକି ପାଣି ଭିତରେ ମଧ୍ୟ ଗବେଷଣା ସମ୍ଭବ ହୋଇପାରିବ । ଏହି ଆଶାରେ ବର୍ତ୍ତମାନ ଏକ ରୋବୋଟ ତିଆରି କରିଛନ୍ତି ରାଉରକେଲା NITର ଛାତ୍ର । ରାଉରକେଲା NITର ପୂର୍ବତନ ଛାତ୍ର ତଥା ନୂତନ ଛାତ୍ର ମାନଙ୍କ ଏକ ଟିମ…