ବଜାରକୁ ଆସିଲା ନୋକିଆର ୪ଜି ଫିଚର୍ ଫୋନ୍, ଥରେ ଚାର୍ଜ କଲେ ୨୭ ଦିନ ଚାଲିବ
ନୂଆଦିଲ୍ଲୀ: ପୁଣି ଭାରତୀୟ ମୋବାଇଲ ମାର୍କେଟକୁ କବଜା କରିବ ନୋକିଆ। ବର୍ତ୍ତମାନ ଭାରତରେ ସ୍ମାର୍ଟଫୋନ୍ ଏବଂ ଏଥିରେ ମାସିକ ରିଚାର୍ଜ କରିବା ଏତେ ମହଙ୍ଗା ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ସ୍ମାର୍ଟ ଫୋନ୍ ଧରିବା ଅଭିଶାପ…