କୁକୁଡ଼ା ଦେଉଛି କାଜୁ ଭଳି ଅଣ୍ଡା! ଏବେ ସୋସିଆଲ ମିଡିଆରେ ପାଲଟିଗଲାଣି ସେଲିବ୍ରିଟି…
ଅଣ୍ଡାର ଆକାର କେମିତି କିଏ ବା ନଜାଣେ । ଛୋଟ ଛୁଆଟି ବି କହିପାରିବ । କିନ୍ତୁ କେବେ କାଜୁ ଆକାରର ଅଣ୍ଡା କଥା ଶୁଣିଛନ୍ତି କି? ହଁ ଆଜ୍ଞା କାଜୁ ଆକୃତିର ପୁଣି ଅଣ୍ଡା । ଏବେ ପୁଣି କାଜୁ ଆକୃତି ପରି କୁକୁଡାର ଅଣ୍ଡା…