ଅଁଳାରେ ରହିଛି ବହୁ ଉପକାରୀ ଗୁଣ: ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗରୁ ମିଳିବ ଉପଶମ, ଘରେ କରନ୍ତୁ ଏମିତି ବ୍ୟବହାର
ଭୁବନେଶ୍ୱର: ସାଧାରଣତଃ ବର୍ତ୍ତମାନ ଯୁଗରେ ସମସ୍ତ ଡାଇବେଟିସ୍ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ବେଳେ ବେଳେ ସୁଗାର ଲେଭଲ୍ କମ୍ ହେଲେ ମୁଣ୍ଡ ବୁଲାଇଥାଏ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ, ଡିହାଇଡ୍ରେସନ୍ କିମ୍ବା…