୩ ବିବାହ, ୨ ଛାଡ଼ପତ୍ର, ୫ କୋଟିର ଏଲିମନି ବିବାଦ; ଜାଣନ୍ତୁ ପୱନ୍ କଲ୍ୟାଣଙ୍କ କଣ୍ଟ୍ରୋଭର୍ସିଆଲ୍ ଲଭ୍ ଲାଇଫ୍ ବିଷୟରେ
ନୂଆଦିଲ୍ଲୀ: ପାୱାର୍ ଷ୍ଟାର୍ ତଥା ତେଲୁଗୁ ଅଭିନେତା ପୱନ୍ କଲ୍ୟାଣ୍ ଏବେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ନୂଆ ଫିଲ୍ମ ଭୀମଲା ନାୟକ ବକ୍ସ ଅଫିସ୍ ରେ ଜବରଦସ୍ତ ରୋଜଗାର କରୁଛି । କିଛି ଦିନର ବ୍ୟବଧାନ ପରେ ପୁଣି ପୱନଙ୍କର…