Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪୩ କୋଭିଡ୍ ପଜିଟିଭ୍ Manas Pradhan Mar 2, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
Breaking News ବିପଦରେ ୨୦ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ଜୀବନ: ଖାଇବାକୁ ମିଳୁନି କି ଯୋଗାଯୋଗ ସମ୍ଭବ ହେଉନି Manas Pradhan Mar 2, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଗତକାଲି ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଥିଲେ । ଖାରକିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପାଠ ପଢ଼ୁଥିବା ନବୀନ ଶେଖାରପ୍ପା…
Breaking News ମୋ ପୁଅ ୯୭ ପ୍ରତିଶତ ମାର୍କ ରଖିଥିଲା, ତଥାପି ମେଡିକାଲରେ ସିଟ୍ ମିଳିନଥିଲା: ନବୀନଙ୍କ ପିତା Manas Pradhan Mar 2, 2022 ନୂଆଦିଲ୍ଲୀ: ୟୁକ୍ରେନକୁ ମେଡିକାଲ ପାଠ ପଢ଼ିବାକୁ ଯାଇ ମୃତ୍ୟୁବରଣ କରିଥିବା ୨୧ ବର୍ଷୀୟ ଛାତ୍ର ନବୀନ ଶେଖାରପ୍ପା ଜ୍ଞାନଗୌଡରଙ୍କୁ ଝୁରୁଛନ୍ତି ତାଙ୍କର ପିତାମାତା । ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ…
Featured ବେଲି ଫ୍ୟାଟ୍ କମାଇବାକୁ ଚାହୁଁଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଫଳ, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ Odisha Bhaskar Bureau Mar 2, 2022 ଓଡ଼ିଶା ଭାସ୍କର ବ୍ୟୁରୋ: ଅଫିସରେ ଲଗାତର ଭାବେ ବସି ରହିବା ଫଳରେ ଅବା ଖାଇବା ପିଇବା ସମୟରେ ଅନିୟମିତତା ଯୋଗୁଁ ପେଟର ଚର୍ବି ବଢ଼ିବା ଆରମ୍ଭ ହୋଇଯାଇଥାଏ । ଯାହାର ପ୍ରଭାବ ଆମ ପର୍ସିନାଲିଟି ଉପରେ ପଡିବା ସହିତ ଅନେକ…
Breaking News ରୁଷ ପାଇଁ ବାୟୁସୀମା ବନ୍ଦ କଲା ଆମେରିକା: ରାଷ୍ଟ୍ରପତି ବାଇଡେନ ଦେଲେ ଖୋଲା ଧମକ, ଜାଣନ୍ତୁ କ’ଣ Sushreejyoti Routray Mar 2, 2022 ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ରୁଷିଆ ପାଇଁ ନିଜ ସୀମା ବନ୍ଦ କରିଛି ଆମେରିକା । ଦେଶ ଉଦ୍ଦେଶ୍ୟରେ ଅଭିଭାଷଣରେ ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି । ଏହା ସହ…
Breaking News IPLକୁ ଏଣ୍ଟ୍ରି ମାରିବେ କି ରୈନା, ଏହି ଫ୍ରାଞ୍ଚାଇଜରେ ମିଳିପାରେ ସ୍ଥାନ Manas Pradhan Mar 2, 2022 ନୂଆଦିଲ୍ଲୀ: ଚଳିତ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିବାକୁ ମନ ବଳାଇନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅନସୋଲ୍ଡର ହେଉଛନ୍ତି ସୁରେଶ…
Featured PF ଖାତାରେ ଜମାଟଙ୍କା ଉପରେ ଆପଣଙ୍କ ବ୍ୟତୀତ କାହାର ରହିଛି ହକ୍? ଏବେ ନିଜେ ବଦଳାଇପାରିବେ ନୋମିନି; ଜାଣନ୍ତୁ ପ୍ରକ୍ରିୟା Odisha Bhaskar Bureau Mar 2, 2022 ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖାସ୍ ସୁବିଧା ଆଣିଛି । ଏହି ଉପାୟରେ ଖାତାଧାରୀ ମାନେ ଖୁବ୍ ସହଜରେ ନୋମିନି ବଦଳାଇପାରିବେ । ଇପିଏଫଓ ସବ୍ ସ୍କ୍ରାଇବର୍ ବା…
Featured ବଲିଉଡ୍ ସିଙ୍ଗର ମିକା ସିଂଙ୍କ ହେବ ସ୍ୱୟଂମ୍ବର, ରିଅଲିଟି ଶୋ’ରେ ବାଛିବେ ଲାଇଫ୍ ପାର୍ଟନ Abinash Kumar Dhal Mar 2, 2022 ମୁମ୍ବାଇ : ପୂର୍ବରୁ ଟିଭି ପରଦାରେ ଅନେକ ସେଲିବ୍ରିଟିଙ୍କୁ ରିଅଲିଟି ଶୋ’ରେ ଦେଖିଥିବେ । ସେହି ଶୋରେ ନିଜ ପାଇଁ ସାଥୀ ଟିଏ ମଧ୍ୟ ଖୋଜିଥାନ୍ତି । ତେବେ ଜାତୀୟ ଟେଲିଭିଜନରେ ରାକ୍ଷୀ ସାୱନ୍ତ, ରତନ ରାଜପୁତ, ରାହୁଲ…
Breaking News ଦରକାରଠାରୁ ଅଧିକ ପାଣି ପିଉଥିଲେ ସାବଧାନ୍! ଶରୀରକୁ ହେବ ଏପରି କ୍ଷତି Sushreejyoti Routray Mar 2, 2022 ନୂଆଦିଲ୍ଲୀ: କଥାରେ ଅଛି, ଜଳ ହିଁ ଜୀବନ । ପାଣି ପିଇବାର ଅନେକ ଫାଇଦା ରହିଛି, ଏହା ଶରୀରକୁ ହାଇଡ୍ରେଟ୍ ରଖେ । ଚର୍ମରୁ ନେଇ ଶରୀରରୁ ବିଷାକ୍ତ କଣିକା ବାହାର କରିବା ପାଇଁ ପାଣି କାମ କରେ । ଶରୀରର ସମସ୍ତ ଅଙ୍ଗକୁ…
Breaking News ପରମାଣୁ ଆଟାକ୍ ଆଉ ବିଳମ୍ବ ନୁହେଁ: ସୁରକ୍ଷା ପାଇଁ ନିଜ ପରିବାର ବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡ କଲେ ପୁଟିନ୍ Manas Pradhan Mar 2, 2022 ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ବିଭିନ୍ନ ବିଭିନ୍ନ ରାଷ୍ଟ୍ରଙ୍କ ତାଗିଦ ପରେ ମଧ୍ୟ ରୁଷିଆ ୟୁକ୍ରେନ ଉପରେ ହମଲା ଜାରି ରଖିଛି । ତେବେ ଏହା ମଧ୍ୟରେ ରୁଷ…