ସୁନାରେ ଛାଉଣୀ ହେବ କାଶୀ ବିଶ୍ୱନାଥ ମନ୍ଦିର: ଦାନରେ ମିଳିଲା ୩୦ କୋଟି ଟଙ୍କାର ସୁନା

ନୂଆଦିଲ୍ଲୀ: ସୁନାରେ ଛାଉଣୀ ହେଇଯିବ କାଶୀ ବିଶ୍ୱନାଥ ମନ୍ଦିର । ମନ୍ଦିରକୁ ସୁନାରେ ଛାଉଣୀ କରିବା ପାଇଁ ଜଣେ ଭକ୍ତ ଦାନ କରିଛନ୍ତି ୬୦ କିଗ୍ରାର ସୁନା । ଏହି ସୁନାର ମୂଲ୍ୟ ୩୦ କୋଟି ଟଙ୍କା ହୋଇଥିବା ବେଳେ ଭକ୍ତ ଜଣଙ୍କ…

ଦର୍ଶକଙ୍କୁ ମିଳିଲା ଅନୁମତି: ବିରାଟଙ୍କ ୧୦୦ତମ ଟେଷ୍ଟ ପାଇଁ ଏଭଳି ସର୍ତ୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ବିପକ୍ଷପ୍ରଥମ ଟେଷ୍ଟ ମୋହଲୀରେ ମାର୍ଚ୍ଚ ୪ ତାରିଖରୁ ଖେଳାଯିବ । ଏହି ମ୍ୟାଚ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କର ୧୦୦ତମ ମ୍ୟାଚ ହେବ । ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ…

ପୌର ନିର୍ବାଚନରେ ପଡିବନି ପଞ୍ଚାୟତ ନିର୍ବାଚନର ପ୍ରଭାବ: ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସମାପ୍ତ ହୋଇଛି ପଞ୍ଚାୟତ ନିର୍ବାଚନ । ଏହା ସହିତ ସମସ୍ତଙ୍କ ନଜର ବର୍ତ୍ତମାନ ପୌର ନିର୍ବାଚନ ଉପରେ । ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ପ୍ରତିକ୍ରିୟା…

ଦେଶର ଅଦ୍ଭୁତ ନଦୀ: ପାଣି ସୁଅରେ ପ୍ରବାହିତ ହୁଏ ପୁଳା ପୁଳା ସୁନା, ଦେଖିବା ପାଇଁ ଲାଗେ ଲୋକଙ୍କ ସମାଗମ

ନୂଆଦିଲ୍ଲୀ: ଛୋଟବଡ ନଦୀକୁ ମିଶାଇ ଭାରତରେ ୪୦୦ରୁ ଅଦିକ ନଦୀ ରହିଛି । ପ୍ରାୟ ସମସ୍ତ ନଦୀର ରହିଛି କିଛି ନା କିଛି ବିଶେଷତ୍ୱ । ନିଜ ନିଜର ବିଶେଷ ଗୁଣ ପାଇଁ ବା କାରଣ ପାଇଁ ପ୍ରସିଦ୍ଧିଳାଭ କରିଥାନ୍ତି ଏହି ନଦୀ ।…

ଲଣ୍ଡନରେ ସମୟ ବିତାଉଛନ୍ତି ଇଣ୍ଡିଆନ ଆଇଡଲର ସୁପରହିଟ ଯୋଡି: ଭାଇରାଲ ହେଉଛି ପୱନଦୀପ-ଅରୁଣିତାଙ୍କ ଫଟୋ

ମୁମ୍ବାଇ: ଇଣ୍ଡିଆନ ଆଇଡଲ ସିଜନ-୧୨ର ସୁପରହିଟ ଯୋଡି ପୱନଦୀପ ଏବଂ ଅରୁଣୀତାଙ୍କୁ ଲଣ୍ଡନର ଏକ ସଡକରେ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସୋଶଲ ମିଡିଆରେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପରସ୍ପର ହାତ…

ବାରମ୍ବାର ହେଉଥିଲା ଟ୍ରାନ୍ସଫର୍: ଜଜଙ୍କ କ୍ୟାବିନରେ ପଶି ଆକ୍ରମଣ କଲା ଯୁବକ, ତା ପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଳୀ: ବାରମ୍ବାର ବଦଳି ହେଉଥିବା କାରଣରୁ ତାମିଲନାଡୁ କୋର୍ଟର ଜଜଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜନୈକ କ୍ଲର୍କ । ବିଗତ କିଛି ମାସ ମଧ୍ୟରେ ଅଫିସ୍ ଆସିଷ୍ଟାଣ୍ଟ ଭାବରେ କାମ କରନ୍ତି । ତାମିଲନାଡୁର ସାଲେମ…

ଦେହଜୀବୀଙ୍କ ତାଲିକା ପୁନର୍ବାର ପ୍ରସ୍ତୁତ କର: ବିରକ୍ତି ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଳୀ:ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦେହଜୀବୀମାନଙ୍କ ତାଲିକା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଅଧିକାଂଶ ଦେହଜୀବୀଙ୍କ ପରିଚୟପତ୍ର ନଥିବାରୁ ସେମାନେ ରାସନ ପାଇବାରୁ ବଂଚିତ…

ଗୁଜୁରାଟ ଟାଇଟନ୍ସକୁ ଜୋରଦାର ଝଟକା: ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳ ଛାଡିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: IPL ଟୁର୍ଣ୍ଣାମେଣ୍ଟ ଆରମ୍ଭ ନ ହେଉଣୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଏକ ଶକ୍ତ ଝଟକା । ଟୁର୍ଣ୍ଣାମଣ୍ଟେରୁ ନିଜ ନାମ ଫେରାଇ ନେଇଛନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି ଜେସନ ରୟ । ଚଳିତବର୍ଷ ପ୍ରଥମ କରି IPLରେ…

ପରିବେଶ ପରିବର୍ତ୍ତନ ପାଇଁ ଭାରତକୁ ମାଡି ଆସୁଛି ବଡ ବିପଦ: ପ୍ରଭାବିତ ହେବେ ୫ କୋଟି ଲୋକ

ନୂଆଦିଲ୍ଲୀ : ଭାରତକୁ ଏକ ବଡ଼ ବିପଦ ମାଡ଼ି ଆସୁଛି । ଜଳବାୟୂ ପରିବର୍ତନ ଯୋଗୁଁ ଭାରତ ଏକ ବଡ଼ ସଂକଟ ଦେଇ ଗତି କରିବାର ଆଶଙ୍କା ରହିଛି । ଯାହାକୁ ନେଇ ଏବେ ପରିବେଶବିତମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ରିପୋର୍ଟ…

ଆସୁଛି ‘ନୋ ଏଣ୍ଟ୍ରି’ର ସିକ୍ୱେଲ: ବୋନି କପୁରଙ୍କ ପ୍ରଯୋଜନାରେ ନିର୍ଦ୍ଦେଶନା ଦେବେ ଅନୀଷ, ଫେରିବେ ଭାଇଜାନ

ମୁମ୍ବାଇ: ଖୁବ ଶୀଘ୍ର ହଲକୁ ଆସିବ ବଲିଉଡ ଭାଇଜାନ ସାଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ । ୨୦୦୫ରେ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଧୂମ ମଚାଇଥିଲା ସାଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡି । ତେବେ…