ନବୋଦୟ ବିଦ୍ୟାଳୟରେ ଭର୍ତ୍ତି ପରୀକ୍ଷାର ଜାରୀ ହେଲା ଆଡମିଟ୍ କାର୍ଡ, ଏହି ଲିଙ୍କକୁ ଯାଇ ଡାଉନଲୋଡ୍ କରନ୍ତୁ..

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟ ସମିତି(ଏନଭିଏସ୍) ବିଭିନ୍ନ ନନ୍-ଟିଚିଂ ପଦବୀ ପାଇଁ ହେଉଥିବା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି । ଯେଉଁ ଆଶାୟୀ ଫେବୃଆରୀ ୧୦ ତାରିଖ ପୂର୍ବରୁ ପରୀକ୍ଷା ପାଇଁ ଆଦେବନ କରିଛନ୍ତି…

ମହଙ୍ଗା ମାଡ଼: ଏଲପିଜି ସିଲିଣ୍ଡର୍ ହେଲା ୧୦୫ ଟଙ୍କା ମହଙ୍ଗା, ଆଜିଠାରୁ ବଦଳିବ ଆପଣଙ୍କ ସହରର ଗ୍ୟାସ୍ ଦର

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ମଧ୍ୟରେ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି ହୋଇଯାଇଛି । ଆଜି ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ନୂତନ ରେଟ୍ ଜାରି କରାଯାଇଛି । ସିଲିଣ୍ଡର ଦର ୧୦୫ ଟଙ୍କା…

ମହାଶିବରାତ୍ରୀରେ ଗ୍ରହମାନଙ୍କର ଅଦ୍ଭୁଦ ସଂଯୋଗ! ଏହି ଶୁଭ ମୁହୂର୍ତ୍ତରେ ପୂଜା କଲେ ମିଳିବ ଶିବଙ୍କ କୃପା

ଆଜି ହେଉଛି ମହାଶିବରାତ୍ରୀ । ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ଅର୍ଥାତ୍ ଆଜି ସମଗ୍ର ଦେଶରେ ଶିବଭକ୍ତମାନେ ମହାଶିବରାତ୍ରୀ ପାଳୁଛନ୍ତି । ପ୍ରହ୍ମ ମୁହୂର୍ତ୍ତଠାରୁ ହିଁ ରୁଦ୍ରାଭିଷେକ, ପୂଜା ପାଠ ସମୟ ଆରମ୍ଭ ହୋଇସାରିଛି…

କନିଷ୍ଠ ମହିଳା ହକି ବିଶ୍ୱକପ୍ ପାଇଁ ଘୋଷଣା ହେଲା ସମ୍ଭାବ୍ୟ ଦଳ: ସ୍ଥାନ ପାଇଲେ ୫ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହକିପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଏଫଆଇଏଚ କନିଷ୍ଠ ମହିଳା ହକି ବିଶ୍ୱକପ ପାଇଁ ୨୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ଏହି ଅବସରରେ…

ଏହି ୩ ରାଶି ଉପରେ ରହିଥାଏ ବିଶେଷ କୃପା, ଆସିନଥାଏ କୌଣସି କଷ୍ଟ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶିର ବର୍ଣ୍ଣନା ରହିଛି । ପ୍ରତି ରାଶିର ଜାତକ ଗୁଡ଼ିକର ସ୍ୱଭାବ ଭିନ୍ନ ରହିଥାଏ । ଜ୍ୟୋତିଷ ମାନ୍ୟତା ଅନୁସାରେ ୧୨ଟି ରାଶି ମଧ୍ୟରୁ କିଛି ବିଶେଷ ରାଶି ଉପରେ ଦେବାଧୀଦେବ…

FIFAର ବଡ଼ ଘୋଷଣା: ଫୁଟବଲ୍ ବିଶ୍ୱକପରୁ ବାହାର ହେଲା ରୁଷ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ପୂରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ଦୁନିଆ ଏବେ ଏହି ଶକ୍ତିଶାଳୀ ଦେଶକୁ ସମାଲୋଚନା କରୁଛି । ଏହି ଲଢେଇରେ…

ଅନୁଗୁଳରେ ସଡ଼କ ଦୁର୍ଘଟଣା; ଚାଲିଗଲା ୫ ଜୀବନ

ଅନୁଗୁଳ(ଓଡ଼ିଶା ଭାସ୍କର): ଅନୁଗୁଳରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଅନୁଗୁଳ ଜିଲ୍ଲା ଖମରା ଥାନା କଣ୍ଟିଆପସି…

ରାଶିଫଳ(ମଙ୍ଗଳବାର,୦୧ ମାର୍ଚ୍ଚ,୨୦୨୨)

ମେଷ - ଆଜି କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ । ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ…

ମହାଶିବରାତ୍ରୀରେ ହିଁ ଖୋଲିଥାଏ ଭଗବାନ ଶିବ ଶଙ୍କର ଏହି ମନ୍ଦିର, ପୂରଣ କରନ୍ତି ଭକ୍ତଙ୍କ ମନୋସ୍କାମନା (Watch Video)

ସମଗ୍ର ଦେଶରେ ପ୍ରଭୁ ଭୋଳାଶଙ୍କର ଅନେକ ପ୍ରାଚୀନ ମନ୍ଦିର ରହିଛି । ଆଉ ଏହି ସବୁ ଶିବ ମନ୍ଦିରରେ ଭୋଳା ବାବାଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସି ଭକ୍ତ । ବର୍ଷ ସାରା ଲାଗିଥାଏ ଭକ୍ତଙ୍କ ଜନଗହଳି । କିନ୍ତୁ…

ପଞ୍ଚାୟତ ନିର୍ବାଚନ ୨୦୨୨: ଭୋଟ ଗଣତିର ତୃତୀୟ ଦିନରେ ବି ଆଗରେ ବିଜେଡି, ଧରାଶାୟୀ ହେଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ, ଚାଲିଛି ଭୋଟ ଗଣତି । ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ…