ଜିମରେ ନୁହେଁ ହେଲିକପ୍ଟରରରେ ଉଡ଼ି ଉଡ଼ି ବ୍ୟାୟାମ କଲେ ଯୁବକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…
ସମସ୍ତେ ବ୍ୟାୟାମ ଜିମରେ କରୁଥିବାର ଦେଖିବାକୁ ମିଳେ । କିନ୍ତୁ କେହି ଆକାଶରେ ଉଡ଼ିବା ସହ ବ୍ୟାୟାମ କରିବା ଶୁଣିଛନ୍ତି କି? ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।…