ଆଜି ରାଜ୍ୟରୁ ଚିହ୍ନଟ ହେଲେ ୬୭୧ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

(Video) ଢେଙ୍କାନାଳ ଜିଲ୍ଲାର ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ନିଖୋଜ ସ୍ୱାମୀ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢେଙ୍କାନାଳ ଜିଲ୍ଲାର ସମିତି ସଭ୍ୟା ପ୍ରାର୍ଥନୀଙ୍କ ନିଖୋଜ ସ୍ୱାମୀ ଚିନ୍ମୟ କୁମାର ଦାସଙ୍କ ସନ୍ଧାନ ମିଳିଛି । ଚିନ୍ମୟଙ୍କୁ ଟାଉନ ଥାନା ବାଜିଚୌକ ଓଭରବ୍ରିଜ ତଳୁ ମୁମୂର୍ଷୁ ଅବସ୍ଥାରେ…

ଚାକିରୀରୁ ବହିଷ୍କାର କରିବାରୁ ମାଲିକର ଝିଅକୁ ଦୁଷ୍କର୍ମ କଲା ଡ୍ରାଇଭର୍, କୋର୍ଟ ଶୁଣାଇଲା ଏପରି ସଜ୍ଜା

ପାଟନା: ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟ ତଥା ନିକଟତର ଲୋକମାନଙ୍କ ଦ୍ୱାରା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଏକ ମାମଲା ସାମନାକୁ ଆସିଛି । ଯେଉଁଥିରେ ଜଣେ…

ASP ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଏଏସପି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଆଗୁଆ ଜାମିନ ଆବେଦନ କରିଛନ୍ତି । ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଗିରଫ ଭୟରେ ହାଇକୋର୍ଟରେ ଜାମିନ…

ଭୁଲରେ ବି ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହିସବୁ ଜିନିଷ, ଜୀବନ ହୋଇଯିବ ଅସ୍ତବ୍ୟସ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ଆମର ଶାସ୍ତ୍ରରେ ରାତିରେ ଶୋଇବା ଠାରୁ ଆରମ୍ଭ କରି ସକାଳ ଉଠିବା ପର୍ୟ୍ୟନ୍ତ କରାଯାଇଥିବା ସବୁ କାର୍ୟ୍ୟ ବିଷୟରେ ମହତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଯାହା ଆଜିକାଲିର ବୈଜ୍ଞାନିକ ଦୃଷ୍ଟି କୋଣରୁ…

ଡାଇବେଟିସ୍ ଓ କୋଲେଷ୍ଟ୍ରୋଲ୍ ସମସ୍ୟାକୁ କମ୍ କରେ ଏହି ଗୋଟିଏ ଜିନିଷ, ଡାଇଟ୍ ରେ କରନ୍ତୁ ସାମିଲ

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ ସମୟରେ ଡାଇବେଟିସ୍ ସମସ୍ୟା ଅନେକ ବଢ଼ିଯାଇଛି । ତେଣୁ ଲୋକେ ସେଥିରୁ ନିସ୍ତାର ପାଇବା ପାଇଁ ନାନା ଉପାୟ ଆପଣାଉଛନ୍ତି । ଖାସ୍ କରି ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ।…

ଦେଶର ବୈଦେଶିକ ନୀତି ଭୁଶୁଡ଼ି ଗଲାଣି: ପ୍ରଧାନମନ୍ତ୍ରୀ ଶତ୍ରୁ ରାଷ୍ଟ୍ରର ମୁଖ୍ୟଙ୍କ ସହ ଦୋଳିରେ ଝୁଲୁଛନ୍ତି, ବିରିୟାନୀ ଖାଉଛନ୍ତି: ମନମୋହନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କେନ୍ଦ୍ରରେ ଶାସନାଧୀନ ଏନଡିଏ ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଦେଶର ବୈଦେଶିକ ନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଚୀନ ସେନା ଭାରତର ଭୂମିକୁ…

ଆଜି ଦ୍ୱିତୀୟ ଟି-୨୦, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ବଞ୍ଚାଇବା ପାଇଁ ଲଢ଼େଇ କରିବ ୱେଷ୍ଟ ଇଣ୍ଡିଜ୍‌

କୋଲକାତା:  ଆଜି ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଟି-୨୦ ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିବା ପରେ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ଭାରତୀୟ ଦଳର ନଜର  । ଆଜିର…

ରଣଜୀ ଟ୍ରଫି କ୍ରିକେଟ୍‌ ଏଲିଟ୍‌ ଗ୍ରୁପ ମ୍ୟାଚ୍‌: ଗୋଆକୁ ୧୮୧ ରନରେ ଅଲଆଉଟ କଲା ଓଡ଼ିଶା, ବସନ୍ତ ନେଲେ ୩ ୱିକେଟ୍‌

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଢିୟମରେ ଗୁରୁବାର ଦିନ ଆରମ୍ଭ ହୋଇଛି ଏଲିଟ ଗ୍ରୁପ- ଡି ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ । ପ୍ରଥମେ ବ୍ୟାଟିଂ କରିଥିବା ଗୋଆକୁ ୧୮୧ ରନରେ ଅଲଆଉଟ କରିଛି ଓଡିଶା । ସେହିପରି ଓଡିଶା…

୭ ମିନିଟ୍ ପାଇଁ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବନିଲେ ଏହି ୟୁଟ୍ୟୁବର୍, ଏଲନ୍ ମସ୍କଙ୍କୁ ପକାଇଲେ ପଛରେ; ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ: ଟେସଲାର ପ୍ରତିଷ୍ଠାତା ଏଲନ୍ ମସ୍କଙ୍କ ଠାରୁ ମଧ୍ୟ ଦୁଇଗୁଣ ଅଧିକ ସମ୍ପତ୍ତି ସହିତ ବ୍ରିଟେନର ଏହି ବ୍ୟକ୍ତି ୭ ମିନିଟ୍ ପାଇଁ ବନିଲେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି । ମ୍ୟାକ୍ସ ଫୋଶ ନାମକ ଏହି ବ୍ୟକ୍ତି…