ଫ୍ୟାଟରୁ ଫିଟ୍: ୩ ମାସରେ ୧୫ କେଜି ଓଜନ କମେଇଲେ ରିଚା ଚଢା, ଦେଖନ୍ତୁ ଫଟୋ

ମୁମ୍ବାଇ: ବଲିଉଡ ସର୍ବଦା ନିଜର ଗ୍ଲାମର ପାଇଁ ପରିଚିତ । ପରଦା ଉପରେ ହଟ୍ ଓ ସ୍ଳିମ୍ ଦେଖା ଯାଉଥିବା ଅଭିନେତ୍ରୀ ମାନେ ହିଁ ରାଜ କରିଥାନ୍ତି । ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ରିଚା ଚଢା । ୩ ମାସରେ ୧୫ କେଜି ଓଜନ…

ପୁଲୱାମା ଆଟାକକୁ ପ୍ରତିଷୋଧର ରୂପ ଦେଲା ନାବାଳକ: ବାବ୍ରି ମସଜିଦ ଭାଙ୍ଗିବାର ବଦଲା କହି କାଶ୍ମୀର ନାବାଳକ ଗିରଫ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ବିତିଯାଇଛି ତିନି ବର୍ଷ । କିନ୍ତୁ ଏବେ ଏହି ଘଟଣାକୁ ନେଇ ଥମୁନି ଚର୍ଚ୍ଚା । ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଖା ଯାଉଛି ସୋଶଲ ମିଡିଆରେ । କିନ୍ତୁ ଏମିତି ଏକ ମନ୍ତବ୍ୟ ଦେଇ ଫସି…

ଦୁର୍ବ୍ୟବହାର ଅଭିଯୋଗରେ ଫସିଗଲେ ସମ୍ବଲପୁର ବିଧାୟକ: ଜୟନାରାୟଣ ମିଶ୍ରଙ୍କ ନାଁରେ ରୁଜୁ ହେଲା ମାମଲା

ଭୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ରୁଜୁ ହୋଇଛି ମାମଲା । ସଦର ତହସିଲଦାରଙ୍କ ପକ୍ଷରୁ ଦାୟରକ ରାଯାଇଥିବା ଏତଲା ଆଧାରରେ ଶ୍ରୀ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତହସିଲଦାରଙ୍କ…

କ୍ୟାରିୟର ପାଇଁ ଚିନ୍ତିତ କି? ଏହି ୫ ବିକଳ୍ପ ପ୍ରଦାନ କରିଥାଏ ସୁରକ୍ଷା ଓ ଅଧିକ ବେତନର ସୁଯୋଗ

ନୂଆଦିଲ୍ଳୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ୟାରିୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇଞ୍ଜିନିୟରିଂ, ମେଡିକାଲ, ଆକାଉଣ୍ଟସ ପରି କ୍ୟାରିୟର ପାଇଁ ପ୍ରତିଦ୍ୱନ୍ଦିତାର ସ୍ତର ସବୁଠାରୁ ଶୀର୍ଷରେ । ଦିନକୁ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ପୁଣି କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଥରେ କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ କରୋନା ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ହାଲୁକା ଜ୍ୱର ଥିବା ବେଳେ…

ନିଜର ଧାର୍ମିକ ସଙ୍କେତ ସବୁଠାରେ ଦେଖାଇ ପାରିବୁ,ଭାରତ ତୁର୍କୀ ନୁହେଁ: ହିଜାବ ମାମଲାରେ ହାଇକୋର୍ଟରେ ଅଜବ ଯୁକ୍ତି

ନୂଆଦିଲ୍ଳୀ: କର୍ଣ୍ଣାଟକ ହିଜାବ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି । ସ୍କୁଲ ଓ କଲେଜରେ ଛାତ୍ରୀଙ୍କୁ ହିଜାବ ପରିଧାନର ଅନୁମତି ମିଳୁନଥିବା ବେଳେ ଛାତ୍ରୀମାନେ ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି । ହାଇକୋର୍ଟରେ ମାମଲା…

ରାଜ୍ୟରେ ଏହି ତାରିଖରୁ ଖୋଲିବ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକୁ ପୁଣିଥରେ ଖୋଲିବାରେ ଲାଗିଲାଣି । ପଶ୍ଚିମବଙ୍ଗରେ ବି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ୧୬ ଫେବ୍ରୁଆରୀରୁ…

ଦଳରୁ ବାହାରିବେ କୋହଲି: ଉତ୍ତର ରଖିଲେ ନିଜେ ଅଧିନାୟକ, ରାଗିଯାଇ ଏମିତି ରିଆକ୍ସନ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏବେ ବିରାଟ ଖୁବ ଖରାପ ଫର୍ମ ଦେଇ ଗତି କରୁଛନ୍ତି । କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କର…

ବଚ୍ଚନ ପାଣ୍ଡେକୁ ନେଇ ବଡ ଖବର: ଏହି ଦିନ ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମର ଟ୍ରେଲର, ନିଜେ କଲେ ଘୋଷଣା

ମୁମ୍ବାଇ: ଆଗାମୀ ନୂଆ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେକୁ ନେଇ ମୁହଁ ଖୋଲିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ଫିଲ୍ମର ଏକ ନୂଆ ପୋଷ୍ଟର ଶେୟର କରିବା ସହିତ ଟ୍ରଲର ରିଲିଜ କରିବା ତାରିଖ ମଧ୍ୟ ଘୋଷଣା କରିଛନ୍ତି ଅକ୍ଷୟ ।…

ମୋଟାପଣର ରାମବାଣ ଜୁଆଣି ତେଲ: ଜାଣନ୍ତୁ କେମିତି କରିବେ ବ୍ୟବହାର

ନୂଆଦିଲ୍ଲୀ: ଜୁଆଣି ଭାରତୀୟ ସଂସ୍କୃତି ସହିତ ଆଦିମ କାଳରୁ ଜଡିତ । ପେଟର ଯେ କୌଣସି ସମସ୍ୟା ଥିଲେ ଜୁଆଣିର ବ୍ୟବହାର କରାଯାଏ ।ଏପରିକି ପ୍ରାଚୀନ କାଳରୁ ଏହାକୁ ଏକ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ ।…