ଆଜି ୩୮୦ଟି ଟ୍ରେନ୍ ବାତିଲ କଲା ରେଳବାଇ, ଯାତ୍ରା ପୂର୍ବରୁ ଚେକ୍ କରନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ଆଜି ଅନେକ ସଂଖ୍ୟାରେ ଟ୍ରେନ୍ କୁ ବାତିଲ କରିଛି । ସୋମବାର ଦିନ ଭାଲେଣ୍ଟାଇନ୍ ଡେ ରେ ୩୮୦ଟି ଟ୍ରେନ୍ କୁ ବାତିଲ କରିଛି ରେଳବାଇ । ଆଜି ୧୭ଟି ଟ୍ରେନ୍ କୁ ପାର୍ସିଆଲି କ୍ୟାନ୍ସିଲ୍ କରିଛି…