ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୩୯ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇ ସାରିଛନ୍ତି…

ଦୀପିକାଙ୍କୁ କିସ୍ କରି ରଣବୀର ସେୟାର୍ କଲେ କ୍ୟୁଟ୍ ଫଟୋ, ‘ଗହରାଇୟାଁ’କୁ ନେଇ କହିଲେ ଏପରି

ନୂଆଦିଲ୍ଲୀ: ନିକଟରେ ଦୀପିକାଙ୍କ ଫିଲ୍ମ ଗହରାଇୟାଁ ଓଟିଟିରେ ରିଲିଜ୍ ହୋଇଛି । ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଫିଲ୍ମରେ ଦୀପିକାଙ୍କ ବୋଲ୍ଡ ସିନ୍ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଏବେ ରଣବୀର ସିଂହଙ୍କ…

(Video) ତ୍ରିକୋଣୀୟ ରିଲେସନସିପ୍: ବର୍ଷାଙ୍କ ଅଭିଯୋଗ ପରେ ପୁଣି ଜାଗିଲେ ଜାଗ୍ରତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏହି ଦମ୍ପତିଙ୍କ ରିଲେସନସିପ ମଧ୍ୟକୁ…

ADMଙ୍କ ସରକାରୀ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ସରକାରୀ ଘରେ ଭିଜିଲାନ୍ସ ରେଡ୍ କରିଛି । ସିଲ୍ ଥିବା ସରକାରୀ ବାସଭବନରେ ଦ୍ୱିତୀୟ ଦିନରେ ଚଢ଼ାଉ କରିଛି ଭିଜିଲାନ୍ସ । ଏଡିଏମ୍ ବିଶ୍ୱଜିତ୍…

ଆଜି ରାଜ୍ୟରୁ ୨୪ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

IPL 2022: ଅଶ୍ୱିନୀ-ଶ୍ରେୟସ୍-ୱାର୍ନର୍, ମେଗା ଅକ୍ସନରେ ଅଛନ୍ତି ଏହି ୧୦ ମାର୍କି ପ୍ଲେୟର୍; ଯାହାଙ୍କ ଉପରେ ବର୍ଷିବ ଟଙ୍କା

ନୂଆଦିଲ୍ଲୀ: ଆଜିଠାରୁ ୨ଦିନ ଧରି ଚାଲିବ କ୍ରିକେଟର୍ ଆଇପିଏଲ୍ ନିଲାମ । ଆଇପିଏଲ୍ ୨୦୨୨ ନିଲାମରେ ୫୯୦ କ୍ରିକେଟର୍ ଙ୍କ ନାଁ ସାମିଲ ରହିଛି । ନିଲାମରେ ଥିବା କ୍ରିକେଟରଙ୍କ ମଧ୍ୟରେ ରହିଛି ୨ ଓଡ଼ିଆଙ୍କ ନାଁ । ଆଜି ଦିନ…

ଆଜିଠାରୁ IPL-୨୦୨୨ ନିଲାମ ଆରମ୍ଭ: ଦୁଇ ଓଡ଼ିଆ ହିରୋଙ୍କୁ କେଉଁ ଦଳ କିଣିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦୁଇଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ର ମେଗା ଅକ୍ସନ ଆରମ୍ଭ ହେଉଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ପକ୍ଷରୁ ମୋଟ ୫୯୦ ଜଣ ଖେଳାଳିଙ୍କ ଲିଷ୍ଟ…

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ: ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ମ୍ୟାଚ୍‌ ଉପଭୋଗ ସୁଯୋଗ ଦେବା ପାଇଁ ବିସିସିଆଇକୁ ଅନୁରୋଧ

କୋଲକାତା: ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜ ଆଉ ପାଞ୍ଚ ଦିନ ପରେ ସ୍ଥାନୀୟ ଇଡେନ ଗାର୍ଡନ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେଣୁ ଏହି ସିରିଜ ଉପଭୋଗ କରିବା ପାଇଁ ସ୍ଥାନୀୟ କ୍ରିକେଟ ପ୍ରେମୀଙ୍କ…

କେବଳ ଇଂରାଜୀ କି ହିନ୍ଦୀ ନୁହେଁ, ଏଣିକି ଆଞ୍ଚଳିକ ଭାଷାରେ ମିଳିବ Aadhaar Card

ନୂଆଦିଲ୍ଲୀ: ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥିବା ବେଳେ ଅଧିକାଂଶ କାର୍ଯ୍ୟରେ ଏହାର ଆବଶ୍ୟକତା ପଡ଼ିଥାଏ । ତେବେ ଏଣିକି ହସ୍ପିଟାଲମାନଙ୍କରେ ନବଜାତ ଶିଶୁଙ୍କ ଆଧାର କାର୍ଡ ପ୍ରସ୍ତୁତ କରାଯିବ ।…

IPL 2022: ଅକ୍ସନ୍ ପୂର୍ବରୁ ବିସିସିଆଇ ବଦଳାଇଲା ଖେଳାଳୀଙ୍କ ଫିଟନେସ୍ ଗାଇଡଲାଇନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେବା ନେଇ ଆଶଙ୍କା କରାଯାଉଛି । ଚଳିତ ଥର ଆଇପିଏଲ୍ ରେ ୮ଟି ଟିମ୍ ନୁହେଁ ବରଂ ୧୦ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ତେଣୁ ଆଇପିଏଲ୍…