ଗରିବ କୃଷକଙ୍କ ଆକାଉଣ୍ଟକୁ ଆସିଲା ୧୫ ଲକ୍ଷ: ମୋଦି ପଠାଇଛନ୍ତି ଭାବି ସଙ୍ଗେସଙ୍ଗେ ଖର୍ଚ୍ଚ କରିଦେଲେ ୯ ଲକ୍ଷ, ଆଉ ତା’ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୪ ମସିହା ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ପ୍ରତିଶ୍ରୁତି ଜନତାଙ୍କ ପାଇଁ କାଳ ହୋଇଛି । ଦେଶକୁ କଳାଧନ ଆସିବ ଓ ସମସ୍ତଙ୍କ ଆକାଉଣ୍ଟକୁ…

ଅଲ୍ଲୁ ଅର୍ଜୁନ୍ କେମିତି ବନିଲେ ପୁଷ୍ପାରାଜ୍? ଟ୍ରାନ୍ସଫରମେସନ୍ ଦେଖି ତାଜୁବ୍ ହୋଇଯିବେ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସବୁଠି ପୁଷ୍ପାର ଡାଏଲଗ୍ ଓ ଗୀତ କ୍ରେଜ୍ ରହିଛି । ଫିଲ୍ମ ରିଲିଜ୍ ହେବାର ଅନେକ ସମୟ ବିତି ଯାଇଥିବା ପରେ ବି ଲୋକଙ୍କ ମନରେ ଫିଲ୍ମକୁ ନେଇ ଉତ୍କଣ୍ଠା ରହିଛି । ହଲ୍ ବ୍ୟତୀତ ଓଟିଟି ପ୍ଲାଟଫର୍ମରେ…

ପଞ୍ଜାବ କିଙ୍ଗସକୁ ଲାଗିଲା ଝଟକା: IPL ମେଗା ଅକ୍ସନ ଠିକ ପୂର୍ବରୁ ଦଳ ଛାଡିଲେ ଏହି ଷ୍ଟାର କ୍ରିକେଟର, ଖୋଜିବାକୁ ପଡିବ ନୂଆ ବିକଳ୍ପ

ନୂଆଦିଲ୍ଲୀ: IPL ୨୦୨୨କୁ କ୍ରୀଡାପେମୀଙ୍କ ମନରେ ବଢିବାରେ ଲାଗିଛି ଉତ୍ସାହ । ଗୋ ଅକ୍ସନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ କେଉଁ ଖେଳାଳି ନିଜର କରିବ କେଉଁ ଦଳ ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ତେବେ…

ଲତାଙ୍କ ବାୟୋପିକ୍ ନିର୍ମାଣ ନେଇ ଆଗକୁ ଆସିଲେ ବଲିଉଡର ୩ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ଦିନ ବିତିଗଲାଣି । ମାତ୍ର ଏବେ ବି ତାଙ୍କର ଶୁଭେଚ୍ଛୁମାନେ ତାଙ୍କୁ ଝୁରୁଛନ୍ତି । ତେବେ ଏହି କିମ୍ବଦନ୍ତୀ ଗାୟିକାଙ୍କ ସ୍ୱର, ଗୀତ ସହିତ ତାଙ୍କ…

ପୁଣି ପେରୁଛି ବର୍ଷା: ରାଜଧାନୀ ସମେତ ଅନେକ ଅଞ୍ଚଳରେ ବଢିପାରେ ଶୀତର ପ୍ରକୋପ

ନୂଆଦିଲ୍ଲୀ: ମଧ୍ୟଭାଗରେ ପହଞ୍ଚିଲାଣି ଫେବୃୟାରୀ ମାସର କ୍ୟାଲେଣ୍ଡର । କିନ୍ତୁ ଏପର୍ଯ୍ୟନ୍ତ ଦେଶରେ କମୁଡି ଜାଡର ପ୍ରକୋପ । ଏବେ ବି ଶୀତର କବଳରେ ରହିଛି ସାରା ଦେଶ । ଏହାରି ମଧ୍ୟରେ ପାଣିପାଗ ଶୀତ ବଢିବାକୁ ନେଇ…

ଅଦାନୀ ପୁଣି ଅମ୍ବାନୀଙ୍କ ଠାରୁ ଛଡ଼ାଇନେଲେ ଏସିଆର ସବୁଠୁ ଧନୀର ମୁକୁଟ

ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଗ୍ରୁପ୍ ର ଚେୟାର୍ ମେନ୍ ମୁକେଶ ଅମ୍ବାନୀ ଏସିୟାର ସବୁଠୁ ଧନୀ ହେବାର ଗୌରବ ଦ୍ୱିତୀୟ ଥର ପାଇଁ ହାସଲ କରିଥିଲେ । କିନ୍ତୁ ପୁଣିଥରେ ଅଦାନୀ ଗ୍ରୁପ୍ ଚେୟାର୍ ମେନ୍ ଗୌତମ୍…

ଆଇପିଏଲ ମୋଗା ନିଲାମ: ଚେନ୍ନାଇ ସୁପର କିଙ୍ଗସ ପାଇଁ ବଡ ଭୂମିକା ନେବେ ଧୋନି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସକୁ ୪ ଥର ଆଇପିଏଲ ଟାଇଟଲ ବିଜୟୀ କରାଇ ଥିବା ଅଧିଡ଼ାୟକ ମହେନ୍ଦ୍ର ସିଂ ଧୋନି ଚଳିତ ବର୍ଷର ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟାରେ ବଡ ଭୂମିକା ନେବେ । କାରଣ ଖେଳାଳି ଚୟନ ରିବା ଉପରେ ଦଳର…

ଆପାର୍ଟମେଣ୍ଟର ଛାତ ଖସି ୨ ମୃତ, ୬ ଆହତ

ଗୁରୁଗ୍ରାମ: ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ୍ ର ଛାତ ଖସିବା ଫଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଆହୁରି ଅନେକ ଜଣ ଛାତ ତଳେ ଦବି ଯାଇଥିବା ଆଶଭ୍କା କରାଯାଉଛି । ଏହି ଘଟଣା ଗୁରୁଗ୍ରାମଠାରେ ଘଟିଛି । ଏଥିସହିତ…

ନିର୍ବାଚନ ସରିବ, ପେଟ୍ରୋଲ, ଡିଜେଲ ବଢ଼ିବ: ଅଶୋଧିତ ତୈଳ ପାଇଁ ମହଙ୍ଗା ହେବ ତୈଳ ଦର

ନୂଆଦିଲ୍ଲୀ: ପୁଣି ସାଧାରଣ ଜନତାଙ୍କ ମୁଣ୍ଡରେ ପଡ଼ିବ ଚଡ଼କ । ପୁଣି ବଢ଼ିବ ପେଟ୍ରୋଲ, ଡିଜେଲ ଦର । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦରଦାମକୁ ଅଟକାଇ ଦିଆଯାଇଛି । ନିକଟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ…

ବଡ ପରଦାରେ ଆକ୍ସନ୍‌ ଦେଖାଇବେ ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫ୍‌, ‘ବଡେ ମିୟାଁ ଛୋଟେ ମିୟାଁ’ର ସିକ୍ୱେଲ୍ ଆସିବେ ନଜର

ମୁମ୍ବାଇ:  ପ୍ରଥମଥର ପାଇଁ ବଡ ପରଦାରେ ଦେଖା ଦେବେ ଭାରତୀୟ ସିନେମାର ଦୁଇ ପ୍ରସିଦ୍ଧ ଆକ୍ସନ୍‌ ଅଭିନେତା ଅକ୍ଷୟ କୁମାର ଓ ଟାଇଗର୍‌ ଶ୍ରଫ୍‌ । ଏହି ଚଳଚ୍ଚିତ୍ରଟିର ନାମ ହେଉଛି ‘ବଡେ ମିୟାଁ ଛୋଟେ ମିୟାଁ’ । ଏହା ଏକ…