ଆଜି ରାଜ୍ୟରେ ୨୧ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…

ଜମିଜମା ବିବାଦରୁ ରକ୍ତାକ୍ତ ସଂଘର୍ଷ : କକାର କଟୁରୀ ଚୋଟରେ ପୁତୁରା ଗୁରୁତର

କରଞ୍ଜିଆ (ଭାସ୍କର ନ୍ୟୁଜ୍‌) : ଜମିଜମା ବିବାଦକୁ ନେଇ କକାର କଟୁରୀ ଚୋଟରେ ପୁତୁରା ଗୁରୁତର ହୋଇଥିବା ପରି ଏକ ଘଟଣା ଗତକାଲି କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ଅନ୍ତର୍ଗତ କିଆ ଠାରେ ଦେଖିବାକୁ ମିଳିଛି । ଘଟଣା ମୁତାବକ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: କଂଗ୍ରେସର ୨୦ ଜଣିଆ ତାରକା ପ୍ରଚାରକ ଘୋଷଣା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପିସିସିର ପରାମର୍ଶ କ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପିସିସି ପକ୍ଷରୁ ଏକ ୨୦ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ସେଥିରେ ସାଂସଦ ଡ. ଚେଲା…

ଆଚରଣବିଧି ଉଲ୍ଲଂଘନ ଅଭିଯୋଗ, ୨ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ବ୍ୟାସନଗର (ଭାସ୍କର ନ୍ୟୁଜ୍‌): ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ୨ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସାଧାରଣ ପଂଚାୟତ ନିର୍ବାଚନ ୨୦୨୨ର ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଦୁଇଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ…

ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ, ସ୍ଥାନୀୟ ଲାେକଙ୍କୁ ଦେଖି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ, ଯାଞ୍ଚ ଆରମ୍ଭ କଲା ପୋଲିସ

ବାଳକାଟି (ଭାସ୍କର ନ୍ୟୁଜ୍‌) : ଏଟିଏମ ଲୁଟ ସମୟରେ ବିଫଳ ହେଲେ ଲୁଟେରା । ଘଟଣାଟି ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟି ବଜାର ଫାଣ୍ଡି ଛକରେ । ସୋମବାର ପାଖାପାଖି ରାତି ୧୦ଟା ସମୟରେ ଜଣେ ଲୁଟେରା ଆସି ଏହି ଛକରେ ଥିବା…

Hyundai ପରେ KFCକୁ ଦେଶରେ ବିରୋଧ, ଟ୍ରେଣ୍ଡ୍ କରୁଛି #BoycottKFC; ମାଗିଲା କ୍ଷମା: ଜାଣନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ଅଟୋ କମ୍ପାନୀ ହ୍ୟୁଣ୍ଡାଇ ମୋଟର୍ ଇଣ୍ଡିଆ ପରେ ଏବେ କେଏଫସି ଇଣ୍ଡିଆକୁ ଜୋରଦାର୍ ବିରୋଧ କରାଯାଇଛି । ଟୁଇଟର୍ ରେ ହ୍ୟାସଟ୍ୟାଗ୍ ବଏକଟ୍ କେଏଫସି ଟ୍ରେଣ୍ଡ୍ କରୁଛି । ଅସଲରେ କେଏଫସି ନିଜ ଫେସବୁକ୍ ପେଜ୍ ରେ…

ଆନ୍ତଃରାଜ୍ୟ କୁଖ୍ୟାତ ଲୁଟେରା ହେମନ୍ତକୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା ଲୁଟ୍ ସାମଗ୍ରୀ ଜବତ

କଟକ, (ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ ଜଣେ ଆନ୍ତଃରାଜ୍ୟ କୁଖ୍ୟାତ ଲୁଟେରାକୁ ବାନ୍ଧିବା ସହ ଲୁଟ୍‌ ସାମଗ୍ରୀକୁ ସଂଗ୍ରହ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ୨ ଅଭିଯୁକ୍ତ ହେଲେ…

୯/୧୧ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ: ସ୍ଥାନୀୟ ଲୋକଙ୍କ ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଗ୍ରାହକ, ବିଳମ୍ୱରେ ପହଞ୍ଚିଲା ଦମକଳ ଗାଡ଼ି

ଟିଟିଲାଗଡ଼, (ଭାସ୍କର ନ୍ୟୁଜ): ଟିଟିଲାଗଡ଼ ସହର ପୁରୁଣା ବ୍ୟାଙ୍କ ଛକ ସ୍ଥିତ ୯/୧୧ ନାଇନ ଇଲେଭେନ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘିଟିଛି । ଦୋକାନ ଭିତରେ ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ନିଆଁର କବଳରେ ଅନେକ ଗ୍ୟାସ…

କେନ୍ଦ୍ରର ଚାଷୀ ବିରୋଧି ମନୋଭାବକ ଜାରି, ଆଜିଠୁ ଏଫ୍‌ସିଆଇ ଆଗରେ ବିଜେଡିର ଧାରଣା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି । କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ…

ତ୍ରୁଟପୂର୍ଣ୍ଣ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ମାମଲା: କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ, ୧୬ରେ ପରବର୍ତ୍ତୀ ଶୁଣାଣି

କଟକ (ଭାସ୍କର ନ୍ୟୁଜ୍‌): ତ୍ରୁଟିପୂର୍ଣ୍ଣ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ବିରୋଧରେ ଆଗତ ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । କୋଭିଡ ଟୀକା ନେଇଥିବା ଜଣେ ବ୍ୟକ୍ତିଙ୍କ ଟୀକାକରଣ…