Breaking News ଆଜି ବି ରାଜ୍ୟରେ କୋଭିଡ୍ ପଜିଟିଭ୍ ୩ ହଜାର ଉପରେ Manas Pradhan Feb 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
Breaking News (Video) ଖୋଲିଲା ଚୀନର ଅସଲ ମୁଖା: ଗଲୱାନ ଘାଟିରେ ୪ ନୁହେଁ, ୩୮ ଜଣଙ୍କୁ ଶୁଆଇ ଦେଇଥିଲେ ଭାରତୀୟ ଯବାନ Manas Pradhan Feb 3, 2022 ନୂଆଦିଲ୍ଲୀ: ଗତ ୨୦୨୦ରେ ଗଲୱାନ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ଘଟିଥିବା ଲଢ଼େଇ ବିଷୟରେ କିଏ ବା ନ ଜାଣେ । ଉକ୍ତ ଲଢ଼େଇରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ତେବେ ଏହି ମାମଲରେ ଚୀନ ନିଜର ଯବାନଙ୍କ ମୃତ୍ୟୁ…
Breaking News ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ! ରାସ୍ତା ମଝିରୁ ଚିହ୍ନଟ ହେଲା ଚପଲ-ବାଇକ୍ Odisha Bhaskar Bureau Feb 3, 2022 ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ । ହିନ୍ଦୋଳ ବ୍ଲକ୍ ନୁଆଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ନିଖୋଜ ହୋଇଯାଇଛନ୍ତି । ସେ ନିଖୋଜ…
Breaking News (Video) ୱେଷ୍ଟଇଣ୍ଡିଜ୍ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା: ୭ ଜଣ ହେଲେ କୋଭିଡରେ ସଂକ୍ରମିତ Manas Pradhan Feb 3, 2022 ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜବରଦସ୍ତ ଝଟକା । ଦଳର ୪ ଜଣ ଖେଳାଳି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଏହି…
Breaking News ଗିଜରରୁ ଲିକ୍ ହୋଇଥିବା ବିଷାକ୍ତ ଗ୍ୟାସ୍ ଶୁଂଘି ଆଖି ବୁଜିଲା ୧୩ ବର୍ଷର ଝିଅ Odisha Bhaskar Bureau Feb 3, 2022 ନୂଆଦିଲ୍ଲୀ: ଗୋଟିଏ ୧୩ ବର୍ଷର ଝିଅ ଗିଜର୍ ରୁ ଲିକ୍ ହୋଇଥିବା ବିଷାକ୍ତ ଗ୍ୟାସ୍ ଶୁଂଘି ମୃତ୍ୟୁବରଣ କରିଛି । ଏହିଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଘଟିଛି । ସୂଚନା ଯେ, ତାଙ୍କ ଘରେ ଲାଗିଥିବା…
Breaking News ୧୫୦ ଟଙ୍କା ପାଇଁ ସାଙ୍ଗର ହତ୍ୟା, ପିଟି ପିଟି ନେଲା ଜୀବନ Sushreejyoti Routray Feb 3, 2022 ନୂଆଦିଲ୍ଲୀ: ସାଙ୍ଗ ପାଇଁ ଅନ୍ୟ ସାଙ୍ଗ ଜୀବନ ଦେଉଥିବା ଘଟଣା ତ ଆପଣ ଶୁଣିଥିବେ । କିନ୍ତୁ ଫରିଦାବାଦ ମାତ୍ର ୧୫୦ ଟଙ୍କା ପାଇଁ ସାଙ୍ଗ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଏହି ଘଟଣାର ୪୮ ଘଣ୍ଟା…
Breaking News ଆଜିଠାରୁ ଏହିସବୁ ରାଜ୍ୟରେ ହେବ ଜାଡ଼ ସାଙ୍ଗକୁ ପ୍ରବଳ ବର୍ଷା, IMD ଜାରି କଲେ ସତର୍କ ସୂଚନା Odisha Bhaskar Bureau Feb 3, 2022 ନୂଆଦିଲ୍ଲୀ: ଆଜିଠାରୁ ବିଭିନ୍ନ ରାଜ୍ୟରେ ବର୍ଷା ସାଙ୍ଗକୁ ଶୀତ ବଢ଼ିବାକୁ ଯାଉଛି । ରାଜଧାନୀ ଦିଲ୍ଲୀ ସମେତ ଭାରତର କେତେକ ରାଜ୍ୟରେ କୋଲ୍ଡୱେଭ୍ ଜାରି ରହିଛି ଏବଂ ଏହା କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ । ଶୀତ ସହିତ…
Breaking News ଯାତ୍ରୀମାନଙ୍କ ପାଇଁ ଖୁସି ଖବର, ଟିକା ନେଇଥିଲେ ୧୦ ପ୍ରତିଶତ ରିହାତି ଦେବ ଇଣ୍ଡିେଗା Abinash Kumar Dhal Feb 3, 2022 ଗୁରୁଗ୍ରାମ୍: ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଦେଶର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏଣିକି ଟ୍ରାଭେଲ ଫେୟାରରେ ୧୦ ପ୍ରତିଶତ ହ୍ରାସ କରିବ । ମାତ୍ର ଯେଉଁ ଯାତ୍ରୀମାନେ କରୋନା…
Breaking News ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ, ଶ୍ରୀପଞ୍ଚମୀରେ ରଥ କାଠ ଅନୂକଳ Abinash Kumar Dhal Feb 3, 2022 ପୁରୀ, (ଭାସ୍କର ନ୍ୟୁଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ବୁଧବାର ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ଼ ଜିଲ୍ଲା…
Breaking News ଏନଆଇଏଲଆଇଟିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ମଦନ ମୋହନ ତ୍ରିପାଠୀ Abinash Kumar Dhal Feb 3, 2022 ନୂଆଦିଲ୍ଲୀ: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (ଏନଆଇଏଲଆଇଟି)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ମଦନ ମୋହନ ତ୍ରିପାଠୀ । ଭାରତ ସରକାରଙ୍କ…