ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ଆସିଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ସରକାର । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ନେଇ ଘୋଷଣା…

ସାମନାକୁ ଆସିଲା ଫିଲ୍ମ ‘ରାଧେଶ୍ୟାମ’ର ନୂଆ ରିଲିଜ୍ ଡେଟ୍, ଏହିଦିନ ପରଦାରେ ଦେଖିବେ ପ୍ରଭାସ-ପୁଜାଙ୍କ ନିଆରା ପ୍ରେମକାହାଣୀ

ନୂଆଦିଲ୍ଲୀ: ସୁପରଷ୍ଟାର୍ ପ୍ରଭାସ ଓ ବଲିଉଡ୍ ଅଭିନେତ୍ରୀ ପୁଜା ହେଗଡେଙ୍କ ଅପକମିଂ ଫିଲ୍ମ "ରାଧେ ଶ୍ୟାମ"କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି । ଏହି ଫିଲ୍ମ ଜାନୁଆରୀ ୧୪ ତାରିଖରେ ରିଲିଜ୍ ହେବାକୁ ଥିଲା…

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।…

ଚୀନ ସେନା ମୋ ହାତ-ଗୋଡ଼ ବାନ୍ଧି ବିଦ୍ୟୁତ୍ ଝଟକା ଦେଇଥିଲେ: ଅରୁଣାଞ୍ଚଳର ଅପହୃତା ଯୁବକ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ୧୭ ବର୍ଷିୟ ଯୁବକ ମିରାମ ତାରନ୍ ଚୀନ ସୀମା ନିକଟରୁ ନିଖୋଜ ହୋଇଯାଇଥିଲେ । ନିକଟରେ ସେ ଗଣମାଧ୍ୟମକୁ ଚୀନ ସେନା ମାନେ ତାଙ୍କ ସହିତ କଣ…

IAS ବିନୋଦ କୁମାର ଚାକିରିରୁ ବିଦା ହେଲେ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତି ଅଭିଯୋଗ ଆସିବା ପରେ ଚାକିରିରୁ ବିଦା ହୋଇଛନ୍ତି ରାଜ୍ୟର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ । ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ…

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଡିଜିଟାଲ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି ପ୍ରଚାର । କିନ୍ତୁ କରୋନା ମହାମାରୀ ଯୋଗୁଁ ରାଲି ଓ ପ୍ରଚାରରେ ଲାଗିଛି କଟକଣା । ଫଳରେ ପ୍ରାର୍ଥୀମାନଙ୍କୁ ଡିଜିଟାଲ ପ୍ରଚାର ପାଇଁ…

ଦେଶକୁ ଫେରି ଆସିବ କଳାଧନ, ସମସ୍ତଙ୍କ ଆକାଉଣ୍ଟକୁ ପଠାଯିବ ୧୫ ଲକ୍ଷ: ୮ ବର୍ଷ ବିତିଗଲା, କେବେ ମିଳିବ?

ନୂଆଦିଲ୍ଲୀ: ଅଧିକାଂଶ ରାଜନୈତି ଦଳ ଓ ନେତାମାନେ ନିର୍ବାଚନ ପୂର୍ବରୁ ଜନତାଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥାନ୍ତି । ତେବେ ସେ କ୍ଷେତ୍ରରେ ବ୍ୟତିକ୍ରମ ନୁହନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଅଯଥା ଖର୍ଚ୍ଚକୁ ନେଇ ଚିନ୍ତିତ କି? ତେବେ ଘରର ଏହି ଦିଗରେ ରଖନ୍ତୁ ଟଙ୍କାବାକ୍ସ

ନୂଆଦିଲ୍ଲୀ: କିଛି ଲୋକ କଠିନ ପରିଶ୍ରମ କରି ଟଙ୍କା କମାଇଥାନ୍ତି, କିନ୍ତୁ ଅଯଥା ଖର୍ଚ୍ଚ ଯୋଗୁଁ ପାଖରେ କିଛି ରଖିନଥାଏ । ଟଙ୍କା ଆସିିବା ମାତ୍ରେ ତାହା ଖର୍ଚ୍ଚ ହୋଇଯାଏ । ଅବଶ୍ୟ ମହଙ୍ଗା ଯୁଗରେ ଏହା ହେବା ସାଧାରଣ…

୫୭ଟି ଦେଶରେ ବ୍ୟାପିସାରିଲାଣି ଓମିକ୍ରନର ଗୁପ୍ତ ଭାରିଆଣ୍ଟ୍, ହୋଇଯାଆନ୍ତୁ ସଜାଗ: ହୁ’

ନୂଆଦିଲ୍ଲୀ: କରୋନାର ସବୁଠାରୁ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ୍ ଓମିକ୍ରନ କହିବାକୁ ଗଲେ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି । ଏହା ଭିତରେ ପୁଣି ଓମିକ୍ରନର ସବ୍ ଭାରିଆଣ୍ଟ୍ ଡରାଇବା ଆରମ୍ଭ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ମୃତ୍ୟୁ ଉପରେ ଲାଗି ପାରୁନି ରୋକ୍: ଆଜି ୧୯ ଜଣ କରୋନାରେ ଟଳିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…