ସହଜରେ ଇମ୍ପ୍ରେସ୍ ହେଇଯିବ ଆପଣଙ୍କ କ୍ରସ୍: ଆପଣାନ୍ତୁ ଏହି ୩ ଫର୍ମୂଲା

ବ୍ୟକ୍ତିଗତ ଜୀବନରେ ସମସ୍ତେ କାହାକୁ ନା କାହାକୁ ପସନ୍ଦ କରିଥାନ୍ତି । ତେବେ ପସନ୍ଦ କରୁଥିବା ଲୋକଙ୍କୁ ଇମ୍ପ୍ରେସ କରିବାରେ ସମସ୍ତେ ପ୍ରଭାବିତ ହୋଇନଥାନ୍ତି । ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏପରିକି…

ସର୍ଜରୀ ପରେ ଘରକୁ ଫେରିଲେ ଦେବୋଲିନା: ଭିଡିଓ ଶେୟାର କରି କହିଲେ ‘ଭାଙ୍ଗି ଯାଇଥିଲା ଆତ୍ମବିଶ୍ୱାସ’

ମୁମ୍ବାଇ: ଲୋକପ୍ରିୟ କଳାକାର ଭଟ୍ଟାଚାର୍ଯ୍ୟଙ୍କୁ ‘ବିଗ୍ ବସ୍ ୧୫’ ର ଫାଇନାଲ ପୂର୍ବରୁ ଟାସ୍କ ସମୟରେ ଆହତ ହେବା କାରଣରୁ ହାରିବାକୁ ପଡ଼ିଥିଲା । ଏହି ଟାସ୍କରେ ସେ ରଶ୍ମି ଦେଶାଇଙ୍କ ଠାରୁ ହାରିଯାଇଥିଲେ । ତେବେ ଆହତ…

ଖୁବ ଶୀଘ୍ର ଖୋଲିବ ମଙ୍ଗଳ ଗ୍ରହର ଗୁପ୍ତ ରହସ୍ୟ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବନ ଯାପନ ସମ୍ଭବ । ଏ କଥାକୁ ନେଇ ବୈଜ୍ଞାନିକମାନଙ୍କ ପରୀକ୍ଷା ଯେତେ ବଢୁଛି । ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ନୂଆ ରୋଚକ ତଥ୍ୟ । ଆଉ ଯାହା ପ୍ରମାଣ କରି ଦେଉଛି ମଙ୍ଗଳ ଗ୍ରହରେ…

କେନ୍ଦ୍ରୀୟ ବଜେଟ୍ ଓଦା ତାଳଫୋଟକା: ଦେଶବାସୀଙ୍କୁ ନିରାଶ କଲେ ସୀତାରମଣ

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ୨୦୨୨ବଜେଟକୁ ନେଇ କଂଗ୍ରେସ କଟାକ୍ଷ କରିଛି । କଂଗ୍ରେସ ପକ୍ଷରୁ ଶଶି ଥରୁର୍ କହିଛନ୍ତି ଯେ, ବଜେଟ୍ ଏକ ଓଦା ତାଳଫୋଟକା । ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ…

ଆଇପିଏଲ ପୂର୍ବରୁ ଧମାଲ ମଚାଉଛନ୍ତି ବ୍ରାଭୋ

ନୂଆଦିଲ୍ଲୀ: ଆଇପିଏଲ-୨୦୨୨ ମେଗା ଅକ୍ସନକୁ ଆଉ ମାତ୍ର କେଇଟା ଦିନର ଅପେକ୍ଷା । ବାଙ୍ଗାଲୋରରେ ଆଇପିଏଲ ପାଇଁ ହେବ ପ୍ରଥମ ପ୍ରସ୍ତୁତି । ଏବେ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ସମସ୍ତ ଦଳ । ଯାହାକୁ ଦେଖି…

ମୁମ୍ବାଇରେ ହଟିଲା ନାଇଟ କର୍ଫ୍ୟୁ: ୫୦ % କ୍ଷମତା ସହ ଖୋଲିବ ରେଷ୍ଟୁରାଣ୍ଟ, ଥିଏଟର

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣରେ ହ୍ରାସକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ କରୋନା କଟକଣାକୁ କୋହଳ କରାଯାଇଛି । ମଙ୍ଗଳବାର ଏନେଇ ଜାରି ହୋଇଥିବା ଆଦେଶ ଅନୁଯାୟୀ ସହରରେ ଥିବା ରେଷ୍ଟୁରାଣ୍ଟ ଏବଂ…

ଟ୍ୟାକ୍ସ ସ୍ଲାବ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଇନକମ୍ ଟ୍ୟାକ୍ସ ନ ବଢ଼ାଇବାକୁ ଥିଲା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ବଜେଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା । ଆୟକର ସ୍ଲାବ୍ ଅବରିବର୍ତ୍ତିତ ନେଇ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପ୍ରତିକ୍ରିୟା । ଇନକମ ଟ୍ୟାକ୍ସରେ ଟଙ୍କାଟି ବି ବଢ଼ାଯାଇନି କହିଲେ ନିର୍ମଳା…

ବ୍ୟାକଲେସ୍ ଟପରେ ଉର୍ଫିଙ୍କ Hot Video: କାଚ୍ଚା ବାଦାମ୍ ଗୀତରେ ବନେଇଲେ ଇନଷ୍ଟାଗ୍ରାମ ରିଲ୍

ନୂଆଦିଲ୍ଲୀ: ଛୋଟ ପରଦାର ହଟ ସାଇରନ୍ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଭାଇରାଲ ହୋଇଥିବା କାଚ୍ଚା ବାଦାମ ଗୀତରେ ଉର୍ଫି ରିଲ୍ ବନାଇଛନ୍ତି । ଉର୍ଫିଙ୍କ ବ୍ୟାକଲେସ ଟପର ହଟ୍ ଡ୍ୟାନ୍ସ ଇନଷ୍ଟାଗ୍ରାମରେ…

ଭଦ୍ରକରେ ରାଜନୈତିକ ହତ୍ୟା ଅଭିଯୋଗ: ସମର୍ଥକଙ୍କୁ ହତ୍ୟା ଅଭିଯୋଗ ଆଣିଲା ବିଜେପି

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ, ପ୍ରଚାର ମଧ୍ୟ ଜୋରଦାର ଚାଲିଛି । ହେଲେ ମଧ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହତ୍ୟା ଅଭିଯୋଗ ଆଣିଛି ବିଜେପି । ବିଜେପି ଅଭିଯୋଗ କରିଛି ଭଦ୍ରକ…

ଇଷ୍ଟର୍ଣ୍ଣ କମାଣ୍ଡର ନୂଆ ମୁଖିଆ ହେଲେ ରାଣା ପ୍ରତାପ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ରାଣା ପ୍ରତାପ କାଲିଟାଙ୍କ କାନ୍ଧକୁ ଆସିଛି ନୂଆ ଦାୟିତ୍ୱ । ଇଣ୍ଡିଆନ ଆର୍ମିର ପ୍ରତିଷ୍ଠିତ ଇଷ୍ଟର୍ଣ୍ଣ କମାଣ୍ଡର ନୂତନ ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ ଚିଫ ଭାବେ ଦାୟିତ୍ୱ…