ଭୋଟ ପାଇବା ପାଇଁ ମାଗଣା ଘୋଷଣା କାହିଁକି କରୁଛ, ରାଜ୍ୟ ଅର୍ଥନୀତିକୁ ଏହା ପ୍ରଭାବିତ କରୁଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଖାଲି ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି । କିଏ କହୁଛି ମାଗଣା ଛତା ଦେବ ତ କିଏ କହୁଛି ଜୋତା ।…