fbpx
BJD SKY
BJD SKY

ରବି ସିଂଙ୍କ ରାଜ୍ୟସ୍ତରୀୟ ଶୋକ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କଟକ,୨ ।୨(ଓଡିଶା ଭାସ୍କର): ୮୯ ବୟସରେ ଓଡିଶାର ଖାତିନାମ ବିପ୍ଲବୀ କବି ରବି ସିଂଙ୍କର ଆଜି ପରଲୋକ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତୀ ଚଉରାରେ ବିପ୍ଲବୀ କବିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଏହା ସହ ରବି…

ବିପ୍ଳବୀ କବି ରବି ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨ା୨(ଓଡ଼ିଶା ଭାସ୍କର): ବିପ୍ଳବୀ କବି ରବି ସିଂଙ୍କ ଆଜି ପରଲୋକ ଘଟିଥିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।…

କେରଳରେ ପୁଣି ‘କରୋନା’ ଭାଇରସ ଆକ୍ରାନ୍ତ ଚିହ୍ନଟ

କେରଳ,୨ ।୨: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତରେ ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ।…

ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ, ୨ା୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୧୨ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଶାହା । ପୂର୍ବାଞ୍ଚଳ ଜୋନାଲ କାଉନସିଲ ମିଟରେ ଯୋଗାଦେବାର କାର୍ଯ୍ୟକ୍ରମ ରହିଛି ।…

ବିପ୍ଳବୀ କବି ରବି ସିଂଙ୍କ ପରଲୋକ

କଟକ, ୨ା୨(ଓଡ଼ିଶା ଭାସ୍କର): ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ରହିଥିଲେ । ଆଜି କଟକ ସ୍ଥିତ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ…

ସିଏଏଫ କ୍ୟାମ୍ପରେ ଗୁଳିକାଣ୍ଡ

ଛତିଶଗଡ଼, ୨ା୨: ଛତିଶଗଡ଼ ବିଜାପୁର ସିଏଏଫ କ୍ୟାମ୍ପରେ ଗୁଳିକାଣ୍ଡ ହୋଇଥିଲା । ସେହି ଗୁଳିକାଣ୍ଡରେ ଜଣେ ଯବାନ ଅନ୍ୟ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟ ହେବା ସାଙ୍ଗକୁ ୩ଜଣ ଆହତ ମଧ୍ୟ…

ବିଶ୍ୱ ହିନ୍ଦୁ ମହାସଭା ପ୍ରଦେଶ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ, ୨ା୨: ବିଶ୍ୱ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ସେ ସକାଳେ ମର୍ଣ୍ଣିଂ ୱାକ କରିବାକୁ ଗଲା ବେଳେ ବାଇକରେ ଦୁବୃର୍ତ୍ତ ଆସି ଗୁଳି କରି ହତ୍ୟା…